Explore

Search

May 30, 2026 3:01 am

ଓଡିଶା ଖବର

ଗଜପତି ସୀମାନ୍ତରେ ପୁଣି ବିବାଦ, ଆନ୍ଧ୍ର-ଓଡ଼ିଶା ମଧ୍ୟରେ ହେଲା ଲଢେଇ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ପୁଣିଥରେ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ମଧ୍ୟରେ ବିବାଦ ଦେଖା ଦେଇଛି । ରାୟଗଡ଼ ବ୍ଲକର ଗଙ୍ଗାବାଡ଼ ପଞ୍ଚାୟତ ଅନ୍ତର୍ଗତ ମାଣିକପାଟଣା ଓ ଗୁଡ଼ିଖୁଡ଼ି ଗାଁରେ ଆନ୍ଧ୍ର

ଓଡିଶାକୁ ମାଡି ଆସୁଛି ବାତ୍ୟା : ସୃଷ୍ଟି ହେଲାଣି ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ

ଭୁବନେଶ୍ୱର : ଓଡିଶାକୁ ମାଡି ଆସୁଛି ବଡ଼ ବାତ୍ୟା । ଖୁବଶୀଘ୍ର ଭିଜିବ ସାରା ଓଡିଶା। ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ, ଦକ୍ଷିଣ ଆଣ୍ଡାମାନ ସାଗର ଓ ପାଖପାଖି ଅଞ୍ଚଳରେ

ଓଡ଼ିଶାରେ ଜଳ ପର୍ଯ୍ୟଟନକୁ ନୂଆ ଉଡାଣ, ସମୁଦ୍ରତଟରେ ଆରମ୍ଭ ହେଲା ଦୁଃସାହସିକ କ୍ରୀଡ଼ା ପ୍ରକଳ୍ପ ଯାଞ୍ଚ

ଭୁବନେଶ୍ୱର : ଓଡ଼ିଶାରେ ଦୁଃସାହସିକ ଜଳ ପର୍ଯ୍ୟଟନକୁ ନୂଆ ଗତି ଦେବା ପାଇଁ ପର୍ଯ୍ୟଟନ ବିଭାଗ ବିଭିନ୍ନ ସମୁଦ୍ରତଟ ଓ ଜଳାଶୟ ଅଞ୍ଚଳରେ ପ୍ରସ୍ତାବିତ ଜଳକ୍ରୀଡ଼ା ପ୍ରକଳ୍ପଗୁଡ଼ିକର ଯାଞ୍ଚ ଅଭିଯାନ ଆରମ୍ଭ କରିଛି ।

ଓଡିଶାରେ ବଦଳିବ ଯାତାୟାତ ଚିତ୍ର : ଗଞ୍ଜାମ ଜିଲ୍ଲା ପାଇଁ ବ୍ୟୟ ହେବ ୧୪୬ କୋଟି ଟଙ୍କା

ଭୁବନେଶ୍ବର : ଓଡିଶାର ସଡକ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ଆଧୁନିକ ଓ ସୁଦୃଢ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ରାଜ୍ୟର ୧୦ଟି ମୁଖ୍ୟ ସଡକ ପ୍ରକଳ୍ପ ପାଇଁ ୭୬୯ କୋଟି ଟଙ୍କାରୁ ଅଧିକ ଅର୍ଥ

ଗୁଜରାଟରୁ ଓଡ଼ିଶାକୁ ୪୮ ହଜାର କୋଟିର ଭେଟି, ଖୋଲିବ ୬୭ ହଜାରରୁ ଅଧିକ ଚାକିରିର ଦ୍ୱାର

ଭୁବନେଶ୍ୱର : ତିନିଦିନିଆ ଗୁଜରାଟ ଗସ୍ତ ସାରି ଓଡ଼ିଶାକୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ। କିନ୍ତୁ ଏହି ଗସ୍ତ କେବଳ ଔପଚାରିକ ନୁହେଁ, ବରଂ ଓଡ଼ିଶାର ଆଗାମୀ ଆର୍ଥିକ ଭବିଷ୍ୟତ ପାଇଁ

କୋଟିଆ ପାଇଁ ବଡ଼ ଯୋଜନା : ଶିକ୍ଷା, ସ୍ୱାସ୍ଥ୍ୟ ଓ ନିଯୁକ୍ତିରେ ଆସିବ ନୂଆ ପରିବର୍ତ୍ତନ

ଭୁବନେଶ୍ୱର : ସୀମାନ୍ତ କୋଟିଆ ଅଞ୍ଚଳରେ ଏବେ ଦେଖିବାକୁ ମିଳିବ ବିକାଶର ନୂଆ ଚିତ୍ର। ରାଜ୍ୟ ସରକାର କୋଟିଆର ସମଗ୍ର ଉନ୍ନତି ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ ଓ ନିଯୁକ୍ତିକୁ କେନ୍ଦ୍ର କରି ବଡ଼

ଓଡ଼ିଶା ହେବ ଭାରତର ନୂଆ ଶିଳ୍ପ ଦ୍ୱାର : ପୂର୍ବ ଉପକୂଳକୁ ନେଇ ମୋହନ ସରକାରଙ୍କ ବଡ଼ ରଣନୀତି

ଭୁବନେଶ୍ୱର: “ଭାରତର ବିକାଶ କେବଳ ଗୋଟିଏ ଉପକୂଳକୁ ନେଇ ସୀମିତ ରହିପାରିବ ନାହିଁ। ଏବେ ପୂର୍ବ ଉପକୂଳର ସମୟ ଆସିଛି।” ଏଭଳି ଦୃଢ଼ ସନ୍ଦେଶ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓଡ଼ିଶାକୁ

CCTV ସର୍ଭିଲାନସରେ ରହିବ ରଥଯାତ୍ରା

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା ମେ ୮ ତାରିଖରେ ଏନେଇ ପ୍ରଥମ ସମନ୍ୱୟ ବୈଠକ ଆୟୋଜିତ ହେବାକୁ ଯାଉଛି ।

ଜଗନ୍ନାଥ ମନ୍ଦିରରୁ ହଟିବ ‘ଧାମ’ ଶବ୍ଦ

ଭୁବନେଶ୍ୱର : ପଶ୍ଚିମବଙ୍ଗର ଦିଘାରେ ଥିବା ଜଗନ୍ନାଥ ମନ୍ଦିରକୁ ‘ଧାମ’ ବୋଲି ଉଲ୍ଲେଖ କରାଯିବାକୁ ନେଇ ଉଠିଥିବା ବିବାଦ ଆହୁରି ତୀବ୍ର ହେବାକୁ ଲାଗିଛି। ରାଜ୍ୟରେ ନୂତନ ସରକାର ଗଠନ ହେବା ପରେ ଏହି

Live Cricket Score