Explore

Search

June 14, 2025 3:06 am

Genres

ଓଡିଶା ଖବର

‘ଉକୃଷ୍ଟ କିଶୋରୀ ସୁଭଦ୍ରା ଦିବସ’ ନାଁରେ ରଜକୁ ପାଳିବେ ମୋହନ ସରକାର

ଦିନକ ପରେ ରଜ। ରାତି ପାହିଲେ ହେବ ସଜବାଜ । ରାଜ୍ୟରେ ଆସନ୍ତା ୧୪ ତାରିଖ (ଶନିବାର) ପହିଲି ରଜ ପାଳନ ହେବ। ତେଣୁ ଆଜି ରାଜ୍ୟ ସରକାର ଏହି ବର୍ଷ ରଜ କିଛି

ଛତ୍ରପୁରରେ ଶୁଭାରମ୍ଭ ହେଲା ‘ବିକାଶ ବାହନ’

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ଶ୍ରମ ବିଭାଗ ଗଞ୍ଜାମ ଆନୁକୁଲ୍ୟରେ ” ଶିଶୁ ଶ୍ରମିକ ସଚେତନତା ରଥ” ର ଶୁଭାରମ୍ଭ ହୋଇଛି l ଗଞ୍ଜାମ ଜିଲ୍ଲାର ଛତ୍ରପୁର

ରାଜ୍ୟସ୍ତରୀୟ ‘ବିକାଶ ବାହନ’ ର ହେଲା ଶୁଭାରମ୍ଭ

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟସ୍ତରୀୟ ‘ବିକାଶ ବାହନ’ ର ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ରାଜ୍ୟର ୩୧୪ ବ୍ଲକ୍‌ରେ ବୁଲିବ ‘ବିକାଶ ବାହନ’ l

ଭୁବନେଶ୍ବରରେ ରାଜ୍ୟସ୍ତରୀୟ ବିକାଶ ମେଳା ୨୦୨୫ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ପୁରିଛି ମୋହନ ସରକାରଙ୍କ ଏକ ବର୍ଷ l ଏହି ଅବସରରେ ଇଡ୍‌କୋ ପ୍ରଦର୍ଶନୀ ପଡିଆ ଠାରେ ଜୁନ୍ ୧୮ ପର୍ଯ୍ୟନ୍ତ ଚାଲିବ “ରାଜ୍ୟସ୍ତରୀୟ ବିକାଶ ମେଳା ୨୦୨୫” l ତେବେ ବୁଧବାର ସନ୍ଧ୍ୟାରେ ଓଡିଶାର

ଆଜିଠୁ ଭୁବନେଶ୍ୱରରୁ ଆବୁଧାବିକୁ ଚାଲିଲା ବିମାନସେବା : ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସଂଯୁକ୍ତ ଆରବ ରାଷ୍ଟ୍ରର ରାଜଧାନୀ ଆବୁ ଧାବିକୁ ଉଡ଼ିଲା ବିମାନ l ସକାଳ ୯ଟାରେ ଶୁଭାରମ୍ଭ କରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ଏଣିକି ଭୁବନେଶ୍ବରରୁ ସିଧାସଳଖ ଆବୁ ଧାବିକୁ ଯିବ ବିମାନ l

୧୦୦ ଗାଁ ହେବ ମହାପୁରୁଷ ଆଦର୍ଶ ଗ୍ରାମ : ପଞ୍ଚାୟତିରାଜ ମନ୍ତ୍ରୀ

ଓଡ଼ିଆ ଅସ୍ମିତାକୁ ଗୁରୁତ୍ଵ ଦେଉଥିବା ମୋହନ ସରକାର ଏହି ସଂକ୍ରାନ୍ତରେ ଆଉ ପାଦେ ଆଗକୁ ବଢିଛନ୍ତି l ରାଜ୍ଯରେ ୧୦୦ ଗାଁ ହେବ ମହାପୁରୁଷ ଆଦର୍ଶ ଗ୍ରାମ ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ ରୂପେ ଭୂତଳ ହେବ: ପୂର୍ତ୍ତମନ୍ତ୍ରୀ

ଦିନକୁ ଦିନ ରାଜଧାନୀରେ ହେଉଛି ଟ୍ରାଫିକ୍ ସମସ୍ୟା l ତେଣୁ ଏହାକୁ ଦେଖି ଯେଉଁ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବାର ଯୋଜନା ରହିଛି ଏଥିରେ ଆସିଛି ବୃହତ୍ ପରିବର୍ତ୍ତନ l ସହରର ଅନନ୍ୟ

ଛତ୍ରପୁରରେ ଅନୁଷ୍ଠିତ ହେଲା ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା

ଖାଦ୍ୟ ଖାଇବାକୁ ଯେତେ ଭଲ ଲାଗେ ତାଠୁ ଅଧିକ ଖାଦ୍ୟ ନୂଆ ପ୍ରଣାଳୀରେ ବନେଇବାକୁ ବେଶ୍ ମଜ୍ଜା ଲାଗେ l ଆଜି ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିର୍ବାଚନମଣ୍ଡଳୀରେ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା

ଆବାସ ଯୋଜନାରେ ଘର ତିଆରି ପାଇଁ ଏଣିକି ମାଗଣା ବାଲି ଦେବେ ରାଜ୍ୟ ସରକାର

ଲୋକଙ୍କୁ ଆଉ ହେବନି ବାଲି କିଣା ଚିନ୍ତା l ୨ ଟ୍ରାକ୍ଟର ବାଲି ନିଶୁଳ୍କରେ ଦେବେ ଓଡିଶା ସରକାର l ଲୋକ କିପରି ଶସ୍ତାରେ ଘର କରିବେ ଚାଲିଛି ଯୋଜନା ଏହାକୁ ନେଇ ରାଜସ୍ଵ

କ୍ୟାବିନେଟ ବୈଠକରେ ୪ ପ୍ରସ୍ତାବକୁ ମୋହର, ଶୃଙ୍ଖଳିତ ରଥଯାତ୍ରା ପାଇଁ କମିଟି ଗଠନ

ଚଳିତ ବର୍ଷ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି ଯାହାର ନେତୃତ୍ବ ନେବେ ଉପମୁଖ୍ୟମନ୍ତ୍ରୀ l କମିଟିରେ ଆଇନ ମନ୍ତ୍ରୀ, ସ୍ବାସ୍ଥ୍ୟ ମନ୍ତ୍ରୀ

Live Cricket Score