Explore

Search

September 4, 2026 4:19 am

ଖେଳ ଖବର

ଭାରତରେ ପ୍ରଥମ ମହିଳା ଚାମ୍ପିୟନ୍ସ ଟ୍ରଫି, ଶ୍ରୀଲଙ୍କାରୁ ସ୍ଥାନାନ୍ତର

୨୦୨୭ରେ ପ୍ରଥମ ଆଇସିସି ମହିଳା ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବ ଭାରତ। ପୂର୍ବରୁ ଶ୍ରୀଲଙ୍କାକୁ ମିଳିଥିବା ଆୟୋଜନ ଅଧିକାରକୁ ଭାରତକୁ ସ୍ଥାନାନ୍ତର କରିବାକୁ ଆଇସିସି ବୋର୍ଡ ନିଷ୍ପତ୍ତି ନେଇଛି। ଶାସନ ସମ୍ବନ୍ଧୀୟ ଚିନ୍ତା ଏବଂ

ଫିଟ୍ ହେଲେ ୩ ଷ୍ଟାର ଅଲରାଉଣ୍ଡର

ଆଗାମୀ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ପାଇଁ ଆସିଛି ବଡ଼ ଖୁସି ଖବର। ଦଳର ତିନିଜଣ ପ୍ରମୁଖ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ନୀତୀଶ କୁମାର ରେଡ୍ଡୀ ଏବଂ ୱାଶିଂଟନ୍

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ଦାୟିତ୍ୱ

କ୍ରିକେଟ ଜଗତରେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଛନ୍ତି ୧୫ ବର୍ଷୀୟ ଯୁବ ଭାରତୀୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ। ଏବେ ତାଙ୍କ କ୍ୟାରିଅରରେ ଯୋଡ଼ି ହୋଇଛି ଆଉ ଏକ ବଡ଼ ଅଧ୍ୟାୟ। ଅଳ୍ପ

ପନ୍ତଙ୍କ ଆହତ ସମସ୍ୟା, ଚତୁର୍ଥ ଦିନ ଫେରିବେ କି?

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ରିଷଭ ପନ୍ତଙ୍କ ଆହତ ସମସ୍ୟା ଭାରତୀୟ ଦଳର ଚିନ୍ତା ବଢ଼ାଇଛି। ବ୍ୟାଟିଂ ସମୟରେ କାନ୍ଧରେ ଆଘାତ ପାଇଥିଲେ ମଧ୍ୟ ପନ୍ତ ୬୩ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ।

ପାଡିକଲଙ୍କ ଦ୍ୱିତୀୟ କ୍ରମାଗତ ଶତକ : ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତର ବାଜିମାତ

କଲମ୍ବୋ: ଦେବଦତ୍ତ ପାଡିକଲଙ୍କ ଚମତ୍କାର ଶତକ ବଳରେ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଭାରତ ମଜବୁତ ସ୍ଥିତିରେ ପହଞ୍ଚିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଦିନ ଶେଷରେ

କଳିଙ୍ଗ ଷ୍ଟାଡିୟମରେ ବିଶ୍ୱସ୍ତରୀୟ ଆଥ୍ଲେଟିକ୍ସ ମହାସମର, ୨୭ ଦେଶର ଖେଳାଳିଙ୍କ ମଧ୍ୟରେ ହେବ କଡ଼ା ଟକ୍କର

ଭୁବନେଶ୍ୱର : ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଆସନ୍ତା ୨୨ ତାରିଖରେ ପୁଣିଥରେ ଏକ ବଡ଼ ଆନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନର ସାକ୍ଷୀ ହେବ। ବିଶ୍ୱ ଆଥ୍ଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ସିଲ୍ଭର୍ ମିଟ୍‌ରେ ବିଭିନ୍ନ ଦେଶର ଶ୍ରେଷ୍ଠ

ହାର୍ଦ୍ଦିକଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା : ଗୁଜରାଟ ଯୋଜନାରେ ଲାଗିଲା ବ୍ରେକ୍

ଭାରତୀୟ କ୍ରିକେଟର ଏବଂ ଆଇପିଏଲ୍‌ର ଅନ୍ୟତମ ଚର୍ଚ୍ଚିତ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭବିଷ୍ୟତକୁ ନେଇ ପୁଣିଥରେ ଆଲୋଚନା ଜୋର ଧରିଛି । ଗତ କିଛିଦିନ ଧରି ମୁମ୍ବାଇ ଇଣ୍ଡିଆନ୍ସ ସହ ତାଙ୍କ ସମ୍ପର୍କ ଏବଂ

କମନୱେଲ୍‌ଥ ପାରା ଫେନ୍ସିଂରେ ଓଡ଼ିଆ ପୁଅଙ୍କ ସଫଳତା : ଭି. ରମେଶ ରାଓଙ୍କ କୃତିତ୍ୱରେ ଗର୍ବିତ ଗଞ୍ଜାମ

ଗଞ୍ଜାମ : ଅନ୍ତର୍ଜାତୀୟ କ୍ରୀଡ଼ା ମଞ୍ଚରେ ପୁଣିଥରେ ଉଜ୍ଜ୍ୱଳ ହୋଇଛି ଓଡ଼ିଶାର ନାମ। ନାଇଜେରିଆର ଲାଗୋସ୍‌ରେ ଆୟୋଜିତ କମନୱେଲ୍‌ଥ ପାରା ଫେନ୍ସିଂ ଚାମ୍ପିୟନସିପ୍‌ରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ଗଞ୍ଜାମ

ଆଇପିଏଲ ପୂର୍ବରୁ ହାର୍ଦ୍ଦିକଙ୍କୁ ନେଇ ବଢ଼ିଲା ଚର୍ଚ୍ଚା : କେଉଁ ଦଳରେ ଖେଳିବେ ଷ୍ଟାର ଅଲରାଉଣ୍ଡର ?

ଆଗକୁ ଆସୁଛି ଆଇପିଏଲ୍ ୨୦୨୭ । ଏହାକୁ ନେଇ କ୍ରିକେଟ ପ୍ରେମୀଙ୍କ ଭିତରେ ଏକ ଉତ୍ସାହ ଦେଖା ଦେଇଛି । ତେବେ ଏହାରି ଭିତରେ ଫ୍ରାଞ୍ଚାଇଜିମାନେ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଭାରତୀୟ ଦଳର

ଭାରତୀୟ ଦଳରେ ଇଞ୍ଜୁରି ଚିନ୍ତା : ଅନେକ ତାରକା ଖେଳାଳି ଦଳରୁ ବାହାରେ

ଭାରତୀୟ କ୍ରିକେଟ ଦଳ ପାଇଁ ଏବେ ସବୁଠାରୁ ବଡ଼ ଚିନ୍ତାର କାରଣ ହେଉଛି ଖେଳାଳିଙ୍କ ଇଞ୍ଜୁରି । ଦଳର ଅନେକ ପ୍ରମୁଖ ଖେଳାଳି ଆହତ ଥିବାରୁ ଚୟନକର୍ତ୍ତା ଓ ବିସିସିଆଇଙ୍କ ଚିନ୍ତା ବଢ଼ିଛି ।

Live Cricket Score