Explore

Search

October 14, 2026 4:32 am

ଓଡିଶା ଖବର

ଓଡ଼ିଶା ଯାତ୍ରୀ ଆପରେ ଉନ୍ନତ ସୁରକ୍ଷା ମଡ୍ୟୁଲ ଶୁଭାରମ୍ଭ : ନାଗରିକ ସୁରକ୍ଷା ପାଇଁ ନୂଆ ଡିଜିଟାଲ ପଦକ୍ଷେପ

ଭୁବନେଶ୍ୱର : ରାଜ୍ୟରେ ନାଗରିକ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ସହ ଆଧୁନିକ ପ୍ରଯୁକ୍ତିର ବ୍ୟବହାରକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ଯାତ୍ରୀ’ ଆପରେ ଏକ ଉନ୍ନତ ସୁରକ୍ଷା ମଡ୍ୟୁଲର ଶୁଭାରମ୍ଭ

ବଳ ଗୋଟାଉଛି ଲଘୁଚାପ : ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର : ବଳ ଗୋଟାଉଛି ଲଘୁଚାପ। ସମଗ୍ର ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଲଘୁଚାପ। ଏହାର ପ୍ରଭାବରେ ଆଗାମୀ କିଛି ଦିନ ଧରି ବର୍ଷାର ପରିମାଣ

କୁକୁଡ଼ାଖଣ୍ଡି ବ୍ଲକରେ ‘ସୁଭଦ୍ରା ଶକ୍ତି କାଫେ’ର ଶୁଭାରମ୍ଭ : ମହିଳା ସଶକ୍ତିକରଣ ଦିଗରେ ଆଉ ଏକ ମାଇଲଖୁଣ୍ଟ

ଗଞ୍ଜାମ : ମହିଳାମାନଙ୍କ ଆର୍ଥିକ ସ୍ୱାବଲମ୍ବନ, ସ୍ଥାନୀୟ ଉଦ୍ୟମିତାର ବିକାଶ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକରେ ‘ସୁଭଦ୍ରା ଶକ୍ତି କାଫେ’ର ଶୁଭାରମ୍ଭ

ଉଦ୍ୟୋଗୀଙ୍କ ପାଇଁ ବଡ଼ ଉପହାର : ଗଞ୍ଜାମ ଓ କଳାହାଣ୍ଡିରେ ଆରମ୍ଭ ହେଲା MSME ପାର୍କ

ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟମିତାକୁ ଅଧିକ ସଶକ୍ତ କରିବା ଏବଂ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଶିଳ୍ପ (MSME) କ୍ଷେତ୍ରର ବିକାଶକୁ ଗତି ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ନେଇଛନ୍ତି।

ଖଣି ସମୃଦ୍ଧ ଅଞ୍ଚଳରେ ଜଳ ସଙ୍କଟ : ୬୧ ବର୍ଷ ଧରି ଗୋଟିଏ କୂଅ ହିଁ ୭୦ ପରିବାରର ଏକମାତ୍ର ଭରସା

ଯାଜପୁର : ଗୋଟିଏ ଗାଁ, ଗୋଟିଏ କୂଅ ଓ ସେହି କୂଅକୁ ଘେରି ରହିଛି ଶତାଧିକ ଲୋକଙ୍କ ଜୀବନ। କୂଅ ଭିତରେ ଝୁଲୁଛି ୨୦ରୁ ୨୨ଟି ପାଣି ମୋଟର ପମ୍ପ, ଚାରିଆଡ଼େ ବିଛାଡ଼ି ହୋଇଛି

୧୦୮ କଳସ ସୁବାସିତ ଜଳରେ ସ୍ନାନ କଲେ ମହାପ୍ରଭୁ, ଭକ୍ତଙ୍କ ଭିଡ଼ରେ ଭରିଗଲା ବଡ଼ଦାଣ୍ଡ

ପୁରୀ : ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ବେଦମନ୍ତ୍ର, ଶଙ୍ଖଧ୍ୱନି, ଘଣ୍ଟନାଦ ଓ ହୁଳହୁଳିରେ କମ୍ପି ଉଠିଥିଲା ସ୍ନାନବେଦୀ। ୧୦୮ କଳସ ସୁଗନ୍ଧିତ ଜଳରେ ମହାପ୍ରଭୁ ଶ୍ରୀଜଗନ୍ନାଥ,

ଆଉ ୪୮ ଘଣ୍ଟା ଗୁଳୁଗୁଳି : ୪ ଜୁଲାଇ ଯାଏ ପ୍ରବଳ ବର୍ଷା

ଭୁବନେଶ୍ୱର : ରାଜ୍ୟରେ ବର୍ଷା ଜାରି ରହିଥିଲେ ମଧ୍ୟ ଗୁଳୁଗୁଳିରୁ ଲୋକଙ୍କୁ ଏପର୍ଯ୍ୟନ୍ତ ଆଶ୍ୱସ୍ତି ମିଳିନାହିଁ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଗୁଳୁଗୁଳି ଅନୁଭୂତ ହେବ।

ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସମୁଦ୍ର : ଦିବ୍ୟ ସ୍ନାନ ପାଇଁ ସ୍ନାନବେଦୀରେ ବିରାଜିଲେ ଚତୁର୍ଦ୍ଧା ମୂରତି

ପୁରୀ : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଭକ୍ତି ଓ ଆଧ୍ୟାତ୍ମିକତାର ଅଦ୍ଭୁତ ପରିବେଶ ସୃଷ୍ଟି ହୋଇଛି । ଭୋରୁ ଶ୍ରୀମନ୍ଦିର ପରିସରରେ ଆରମ୍ଭ ହୋଇଥିବା ପହଣ୍ଡି ନୀତି ମାଧ୍ୟମରେ

ଦେବସ୍ନାନ ପୂର୍ଣ୍ଣିମା : ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଉତ୍ସବ

ପୁରୀ : ଦେବସ୍ନାନ ପୂର୍ଣ୍ଣିମା ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ପ୍ରମୁଖ ଓ ପବିତ୍ର ପର୍ବ। ଭକ୍ତି, ପରମ୍ପରା ଓ ଆଧ୍ୟାତ୍ମିକତାର ଏହି ମହାନ ଉତ୍ସବରେ ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ନୀତି ଦର୍ଶନ ପାଇଁ ଲକ୍ଷ

ସ୍କୁଲ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ କଡ଼ା ପଦକ୍ଷେପ : ୪ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର : ରାଜ୍ୟର ସ୍କୁଲ ପାଠ୍ୟପୁସ୍ତକରେ ଦେଖାଦେଇଥିବା ବିଭିନ୍ନ ତ୍ରୁଟିକୁ ନେଇ ରାଜ୍ୟସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏହି ଘଟଣାକୁ ଗୁରୁତର ଭାବେ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ

Live Cricket Score