ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ଅଯୋଧ୍ୟା ନଗରୀ, ଶହଶହ ଦୀପରେ ଆଲୋକିତ ରାମଭୂମି November 2, 2024 12:51 pm ଉତ୍ତରପ୍ରଦେଶ: ଦୀର୍ଘ ବହୁ ବର୍ଷ ପରେ ଆଜି ଉତ୍ସବମୁଖର ହୋଇ ଉଠିଛି ଅଯୋଧ୍ୟା ନଗର l ଦୀପାବଳି ଅବସରରେ ଅଯୋଧ୍ୟାରେ ଏକା ସହିତ ୫୫ଟି ଘାଟରେ ୨୫ ଲକ୍ଷ ଦୀପରେ ଆଲୋକିତ ହୋଇଛି ।