ଓଡ଼ିଶା ଦିବସରୁ ଆରମ୍ଭ ହେବ ୧୪ ଦିନିଆ ଓଡ଼ିଆ ପକ୍ଷ April 1, 2025 10:28 am ଏପ୍ରିଲ ୧ ତଥା ଉତ୍କଳ ଦିବସ ଠାରୁ ଏପ୍ରିଲ ୧୪ ତାରିଖ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ସରକାରୀସ୍ତରରେ ପ୍ରଥମଥର ପାଳନ ହେବାକୁ ଯାଉଛି ଓଡ଼ିଆ ପକ୍ଷ । ଏଥିପାଇଁ ବ୍ଳକସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଓଡ଼ିଶା