Explore

Search

June 22, 2026 4:43 am

ବିଜେଡି ପ୍ରେସମିଟ ରେ ବସିଥିବା ଛଦ୍ମବେଶୀ ଅପରାଧୀ ମାନଙ୍କୁ ଚିହ୍ନି ରଖନ୍ତୁ l

ଏକ ସମ୍ବେଦନ ଶିଳା ଘଟଣାକୁ ରାଜନୈତିକ ରଙ୍ଗଦେବା ପାଇଁ ବିଜେଡି ପ୍ରେସମିଟ ରେ ଥିବା ବିଜେଡିର ଅପରାଧୀ ନେତା ମାନଙ୍କୁ ଦେଖନ୍ତୁ l

ଅଜିତ ଦାସ- ଏହି ଅଜିତ ଦାସ ଗଣେଶ ଡାକୁଆର ଫେରାର ହତ୍ୟାକାରୀ, ଯିଏ ବିଜେଡି ସରକାର ରେ ସରକାରୀ ପାୱାର ବ୍ୟବହାର କରି ଗିରଫ ହେଲାନାହିଁ l

ଶ୍ରୀକାନ୍ତ ସାହୁ – ବିଜୁ ଜନତା ଦଳର ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯିଏ ସଂଯୁକ୍ତା ମହଲର ଦୁଷ୍କର୍ମକାରି ପ୍ରେମିକ ଗିରଫ ହେଇ ଥିଲେ କି ???
କେଉଁ ଚାପରେ ଗିରଫ ହେଇନଥିଲେ ଉତ୍ତର ଦେବେ କି ????

ଚନ୍ଦ୍ର ଶେଖର ସାହୁ – ପୀତବାସ ପଣ୍ଡାର ହତ୍ୟାକାରୀ ବିକ୍ରମ ପଣ୍ଡାର ନିଜ ଗୁରୁ ଯିଏ ଅପରାଧକୁ ଘଣ୍ଟ ଘୋଡାଉଥିବା ଗୁରୁ ଚନ୍ଦ୍ର ଶେଖର ସାହୁ ଗିରଫ ହେଲେ କି? ????
ପୀତବାସ ପଣ୍ଡାଙ୍କ ଲକର ରୁ ପୋଲିସ କୁ ମିଳିଥିବା ବିକ୍ରମ ପଣ୍ଡା ସହିତ ଯେଉଁ ମହିଳାଙ୍କର ଅନ୍ତରଙ୍ଗ ଫୋଟ ଯେଉଁ କାରଣ ପାଇଁ ବିକ୍ରମ ପୀତବାସ ପଣ୍ଡାଙ୍କୁ ହତ୍ୟା କଲେ ବୋଲି ଆଶଙ୍କା କରାଯାଏ , ସେହି ମହିଳାଙ୍କୁ ନ୍ୟାୟ ଦେଇପରିବେ ତ ଚନ୍ଦ୍ରଶେଖର ସାହୁ ???

ଯେଉଁ ବିଜୁ ଜନତା ଦଳ ନିଜେ ଅପରାଧୀର କଳକାରଖାନା ସେ ଆଜି ଗୋଟିଏ ସମ୍ବେଦନ ଶିଳ ଘଟଣାରେ ରାଜନୈତିକ ରଙ୍ଗ ଦେଉଛି? ????

ଲଜ୍ୟା_ଲଜ୍ୟା_ଲଜ୍ୟା

ଅପରପକ୍ଷେ_

ସତ୍ୟ ନ୍ୟାୟ ଧର୍ମ ପଥରେ ଚାଲୁଥିବା ମନ୍ତ୍ରୀ ବିଭୂତି ଭୂଷଣ ଜେନା 🙏

ଯିଏ ୨୫ ବର୍ଷ ହେଲା ନିଜସ୍ୱ ଘର ଛାଡି ପାରିବାରିକ ଜୀବନ ଛାଡି ଅନ୍ୟତ୍ର ରହି ଲୋକଙ୍କ ସେବାରେ ନିଜର ସର୍ବସ୍ବ ସାଧାରଣ ଜନତାଙ୍କୁ ଦେଇଛନ୍ତି ତାଙ୍କୁ ରାଜନୈତିକ ଉଦେଶ୍ୟ ରଖି ରାଜନୈତିକ ଚାପ ପକାଇ ଏହି ଘଟଣାକୁ ଟାଣି ଆଣିବା କେତେ ଯୁକ୍ତି ଯୁକ୍ତ? ??

ଏମିତି କେଉଁ ମନ୍ତ୍ରୀ ଅଛନ୍ତି କି ?

ଯିଏ ପୁତୁରା ଗିରଫ ରେ କୌଣସି ରାଜନୈତିକ ଚାପ ପକାଇଲେ ନାହିଁ l
ସମ୍ପର୍କୀୟ ଭାଇ ବନ୍ଧୁ କେହି ବି ଆଇନର ଉଦ୍ଧରେ ନୁହଁନ୍ତି ଏହା ହିଁ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପରାକାଷ୍ଠା

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score