ସଞ୍ଜୟ ମଲହୋତ୍ରା ହେବେ ରିଜର୍ଭ ବ୍ୟାଙ୍କର ପରବର୍ତ୍ତୀ ଗଭର୍ଣ୍ଣର December 9, 2024 6:47 pm ନୂଆଦିଲ୍ଲୀ: ଶକ୍ତିକାନ୍ତ ଦାଶଙ୍କ କାର୍ଯ୍ୟକାଳ ସରିବା ପରେ ତାଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିବେ ସଞ୍ଜୟ l ଡିସେମ୍ବର ୧୧ରୁ ୩ ବର୍ଷ ପାଇଁ ଦାୟିତ୍ବ ତୁଲାଇବା ସହିତ ବର୍ତ୍ତମାନ କେନ୍ଦ୍ର ରାଜସ୍ବ ସଚିବ