ବର୍ଷ ପୂର୍ତ୍ତିରେ ପ୍ରତି ପଞ୍ଚାୟତରୁ ୧୦ ଜଣଙ୍କୁ ମିଳିବ ଘର June 3, 2025 6:25 pm ଆଉ ଦିନ କେତୋଟି ପରେ ଓଡ଼ିଶାରେ ମୋହନ ସରକାର ଏକବର୍ଷ ପୂରଣ କରିବେ l ଏହି ଉପଲକ୍ଷେ ସରକାରଙ୍କ ପକ୍ଷରୁ ଗୃହ ଯୋଜନାରେ ୧୦ ହିତାଧିକାରୀଙ୍କୁ ମିଳିବ ଘର l ବର୍ଷ ପୂର୍ତ୍ତି ଅବସରରେ