କୋରାପୁଟରୁ ଜି-୨୦ ପର୍ଯ୍ୟନ୍ତ ଯାତ୍ରା, ମିଲେଟ ରାଣୀ ରାଇମତୀ ଘିଉରିଆ December 9, 2024 4:42 pm କୃଷି ସମ୍ପନ୍ନ ରାଜ୍ଯ ଓଡିଶା l ଆଜି ପୁଷ୍ଟିଶଷ୍ଯ ଖାଦ୍ୟ ପାଇଁ ଆମ ରାଜ୍ଯ ଦେଶ ବିଦେଶରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିପାରିଛି l ତେବେ ଜାତୀୟ ସ୍ତରରେ ଓଡ଼ିଶାକୁ ଗୌରବାନ୍ୱିତ କରିଥିବା