ଭାରତୀୟ ମହିଳା ଜିତିଲା ପ୍ରଥମ ଖୋ ଖୋ ବିଶ୍ୱକପ୍ ଟ୍ରଫି January 20, 2025 6:33 pm ବିଶ୍ଵ କ୍ରୀଡା କ୍ଷେତ୍ରରେ ଭାରତର ଚମତ୍କାରିତା ପ୍ରଦର୍ଶନ l ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମଠାରେ ଅନୁଷ୍ଠିତ ହେଉଥିବା ପ୍ରଥମ ଖୋ ଖୋ ବିଶ୍ୱକପ୍ ପ୍ରତିଯୋଗିତାରେ ଭାରତୀୟ ମହିଳା ଖୋଖୋ ଦଳ ଐତିହାସିକ ବିଜୟ ହାସଲ