ଆଇନର ଶାସନ ସର୍ବୋପରି: ନ୍ୟାୟିକ ପ୍ରକ୍ରିୟା ପ୍ରତି ସମ୍ମାନ ଜଣାଇଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା June 22, 2026 1:16 am
ଚାମ୍ପିଅନ୍ସ ଟ୍ରଫିରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ March 3, 2025 4:09 pm ରବିବାର ଦିନ ଆୟୋଜିତ ଚାମ୍ପିଅନ୍ସ ଟ୍ରଫିରେ ଦୁବାଇରେ ଭାରତକୁ ଭେଟିଥିଲେ ନ୍ୟୁଜିଲାଣ୍ଡ l ତେବେ ଏହି ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪୪ରନ୍ରେ ହରାଇଲା ଭାରତ l ଭାରତ ସର୍ବମୋଟ ୨୪୯/୯ ସ୍କୋର କରିଥିବା ବେଳେ ନ୍ୟୁଜିଲାଣ୍ଡ-୨୦୫/୧୦