ମହିଳା ସଶକ୍ତିକରଣ ବନାମ ମୌଳବାଦ ଚିନ୍ତାଧାରା: ଏକ ପ୍ରଗତିଶୀଳ ରାଷ୍ଟ୍ର ପାଇଁ କଣ ଆବଶ୍ୟକ ? May 9, 2025 6:32 pm ଭାରତୀୟ ପରିପ୍ରେକ୍ଷୀରେ, ମହିଳା ସଶକ୍ତିକରଣ ଏବଂ ମୌଳବାଦ ମଧ୍ୟରେ ବିତର୍କ କ୍ରମଶଃ ପ୍ରାସଙ୍ଗିକ ହୋଇପଡୁଛି। ମହିଳା ସଶକ୍ତିକରଣର ଲକ୍ଷ୍ୟ ଲିଙ୍ଗଗତ ସମାନତା ଏବଂ ସ୍ୱାୟତ୍ତତାକୁ ପ୍ରୋତ୍ସାହିତ କରିବା ମାତ୍ର ମୌଳବାଦ ପ୍ରାୟତଃ ପରମ୍ପରା କିମ୍ବା