ଆଇନର ଶାସନ ସର୍ବୋପରି: ନ୍ୟାୟିକ ପ୍ରକ୍ରିୟା ପ୍ରତି ସମ୍ମାନ ଜଣାଇଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା June 22, 2026 1:16 am
କଟକରେ ପ୍ରତିଷ୍ଠା ହେବ ଦେଶର ପ୍ରଥମ ଦୃଷ୍ଟିବାଧିତ ବିଶ୍ବବିଦ୍ୟାଳୟ March 19, 2025 4:52 pm ଓଡ଼ିଶାରେ ଦୃଷ୍ଟିବାଧିତ ପିଲାଙ୍କ ଭବିଷ୍ୟତ ପାଇଁ ନିର୍ମାଣ ହେବ ବିଶ୍ୱବିଦ୍ୟାଳୟ l ଜାପାନର ସୁକୁବା ବିଶ୍ବବିଦ୍ୟାଳୟ ଢାଞ୍ଚାରେ ପ୍ରତିଷ୍ଠା ହେବ ଅନୁଷ୍ଠାନ l ଯାହାର ନାମ ସନ୍ଥକବି ଭୀମଭୋଇଙ୍କ ନାଁରେ ନାମିତ ହେବ l