ଆଇନର ଶାସନ ସର୍ବୋପରି: ନ୍ୟାୟିକ ପ୍ରକ୍ରିୟା ପ୍ରତି ସମ୍ମାନ ଜଣାଇଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା June 22, 2026 1:16 am
ଝାରସୁଗୁଡ଼ାରୁ ମୁମ୍ବାଇ ଓ ଭୁବନେଶ୍ଵରରୁ ଲକ୍ଷ୍ନୌକୁ ଚାଲିବ ବିମାନ ସେବା November 16, 2024 5:07 pm ଭୁବନେଶ୍ବର/ଝାରସୁଗୁଡ଼ା: ଏଣିକି ଭୁବନେଶ୍ବର ଓ ଝାରସୁଗୁଡ଼ା ବିମାନ ଦେଶର ଅନ୍ୟ ସହରମାନଙ୍କ ସହିତ ଯୋଡିହେବେ l ସୂଚନାଯୋଗ୍ୟ ଯେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଇନ୍ଦୋର, ଡେରାଡୁନ୍, କୋଚି, ଜୟପୁର ଏବଂ ଲକ୍ଷ୍ନୌକୁ