ଭୁବନେଶ୍ବର ପାଇବ ନୂଆ ପରିଚୟ, ୮୩୬ ଏକର ଜମିରେ ହେବ ନୂଆ ସହର November 20, 2024 6:28 pm ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ତିଆରି ହେବ ନୂତନ ସହର। ନୂଆ ସହର ପାଇଁ ମାଷ୍ଟରପ୍ଲାନ୍ ତିଆରି ଶେଷ ହୋଇସାରିଥିବା ବେଳେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ବିଡିଏକୁ ଏହାର