ଓଡ଼ିଶାରେ ଆୟୁଷ୍ମାନ କାର୍ଡ଼ : ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂଆ ଆଶା April 16, 2025 6:28 pm ଆମ ରାଜ୍ଯ ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ l ମୁଖ୍ୟତଃ ମହିଳା ଓ ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ l ତେବେ କେନ୍ଦ୍ର ସରକାରଙ୍କ ସୁଦୂରପ୍ରସାରୀ ଆୟୁଷ୍ମାନ ଯୋଜନା ଏବେ ଓଡ଼ିଶାରେ ଲାଗୁ