Explore

Search

October 13, 2026 12:42 pm

ଓଡିଶା ଖବର

ବ୍ରହ୍ମପୁର ଶାଢ଼ୀ: ଓଡ଼ିଶାର ରେଶମୀ ପରମ୍ପରାର ଅନନ୍ୟ ପରିଚୟ

ବ୍ରହ୍ମପୁର: ଓଡ଼ିଶାର ଦକ୍ଷିଣ ଭାଗର ଏକ ପ୍ରମୁଖ ସହର ହେଉଛି ବ୍ରହ୍ମପୁର। ବାଣିଜ୍ୟ, ସଂସ୍କୃତି, ହସ୍ତତନ୍ତ ଓ ପାରମ୍ପରିକ କାରିଗରୀ ପାଇଁ ଏହି ସହରର ରହିଛି ସ୍ୱତନ୍ତ୍ର ପରିଚୟ। ବିଶେଷକରି ରେଶମ ବସ୍ତ୍ର ଓ

ସ୍ୱଚ୍ଛତାରେ ନୂଆ ଗୌରବ : କୋରାପୁଟର ସୁନାବେଡା

କୋରାପୁଟ: ପ୍ରକୃତିର ସୁନ୍ଦର ପରିବେଶ, ସବୁଜିମା ଓ ଶାନ୍ତ ପରିବେଶ ପାଇଁ ପରିଚିତ କୋରାପୁଟ ଜିଲ୍ଲାର ସୁନାବେଡ଼ା ଏବେ ସ୍ୱଚ୍ଛତା କ୍ଷେତ୍ରରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଛି । ସହରର

ଦିବ୍ୟାଙ୍ଗ ନୁହେଁ, ସେମାନେ ସକ୍ଷମ ଓ ସ୍ୱତନ୍ତ୍ର: ‘ସାମର୍ଥ୍ୟ-୨୦୨୬’ରେ ପ୍ରଦର୍ଶିତ ୬୪ କ୍ଷୁଦ୍ର ଚଳଚ୍ଚିତ୍ର

ଭୁବନେଶ୍ୱର : “ଅକ୍ଷମ ନୁହେଁ, ସେମାନେ ସକ୍ଷମ ଓ ସ୍ୱତନ୍ତ୍ର” ଏହି ବାର୍ତ୍ତାକୁ ନେଇ ଭୁବନେଶ୍ୱରରେ ଆୟୋଜିତ ହୋଇଛି ଜାତୀୟସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ‘ସାମର୍ଥ୍ୟ-୨୦୨୬’। ଦ୍ୱିତୀୟ ସଂସ୍କରଣର ଏହି ମହୋତ୍ସବରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ

ଗଞ୍ଜାମରେ ‘ଉଲ୍ଲାସ’ ସଚେତନତା ଯାନର ଶୁଭାରମ୍ଭC

ଛତ୍ରପୁର : ଶିକ୍ଷାରୁ ବଞ୍ଚିତ ଲୋକଙ୍କୁ ସାକ୍ଷର କରିବା ସହ ସମାଜରେ ଶିକ୍ଷାର ଗୁରୁତ୍ୱ ବଢ଼ାଇବା ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାରେ ‘ଉଲ୍ଲାସ’ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ଶିକ୍ଷା

ଶିକ୍ଷାରେ ବଦଳୁଛି ଜୀବନ: ଗଞ୍ଜାମର ଦୃଷ୍ଟିବାଧିତ ଶିକ୍ଷକ, ଭଦ୍ରକର ନିଃଶୁଳ୍କ ସ୍କୁଲ

କିଛି ଶିକ୍ଷକଙ୍କ ପାଇଁ ପାଠପଢ଼ା କେବଳ ସିଲାବସ୍‌ ସାରିବା କିମ୍ବା ପରୀକ୍ଷା ପାଇଁ ପିଲାଙ୍କୁ ପ୍ରସ୍ତୁତ କରିବା ନୁହେଁ। ଦାରିଦ୍ର୍ୟ, ଦିବ୍ୟାଙ୍ଗତା ଓ କଠିନ ସାମାଜିକ ପରିସ୍ଥିତିରେ ବଢ଼ୁଥିବା ପିଲାଙ୍କ ପାଇଁ ଶିକ୍ଷାର ଦ୍ୱାର

ପାର୍ବଣ ପୂର୍ବରୁ ଅଶାନ୍ତ ଶ୍ରୀକ୍ଷେତ୍ର

ପୁରୀ : ପାର୍ବଣ ଓ ପର୍ଯ୍ୟଟନ ଋତୁ ପୂର୍ବରୁ ପୁରୀରେ ବଢ଼ୁଥିବା ଅପରାଧ ଏବେ ଚିନ୍ତା ବଢ଼ାଇଛି। ଗଳିକନ୍ଦିଠାରୁ ବଡ଼ଦାଣ୍ଡ, ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ଶ୍ରୀମନ୍ଦିର ନିକଟ କେଉଁଠି ବି ଅପରାଧୀଙ୍କୁ ଯେପରି ଭୟ ନାହିଁ।

ବୁଲିବାକୁ ଯାଇ ଗଞ୍ଜାମର ପୂର୍ବତନ ସରପଞ୍ଚଙ୍କ ଅକାଳ ମୃତ୍ୟୁ

ବ୍ରହ୍ମପୁର : ଜମ୍ମୁ-କାଶ୍ମୀର ବୁଲିବାକୁ ଯାଇ ଗଞ୍ଜାମର ପୂର୍ବତନ ସରପଞ୍ଚଙ୍କ ଅକାଳ ମୃତ୍ୟୁ ଘଟିଛି। ପାହାଡ଼ରୁ ଏକ ବିରାଟ ପଥର ଖସି କାର ଉପରେ ପଡ଼ିବାରୁ ନାରାୟଣପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଆର.

ଗଞ୍ଜାମର ଦୁଇ ମେଧାବୀଙ୍କ ସଫଳତା: ଡାକ୍ତର ହେବେ ରୁଦ୍ର-ସନ୍ଧ୍ୟା

ବ୍ରହ୍ମପୁର: ସ୍ୱପ୍ନ ବଡ଼ ଥିଲା, କିନ୍ତୁ ଘରର ଆର୍ଥିକ ସ୍ଥିତି ସେହି ସ୍ୱପ୍ନର ପଥରେ ବଡ଼ ପ୍ରତିବନ୍ଧକ ହୋଇ ଠିଆ ହୋଇଥିଲା। ହେଲେ ହାର ମାନିନଥିଲେ ପରିବାର । ପିଲାଙ୍କ ଆଖିରେ ଡାକ୍ତର ହେବାର

ଗଞ୍ଜାମର ଘୁଡୁକି ତାଳରୁ ଇଟାଲୀ ମଞ୍ଚ: ‘ଅଦମ୍ୟ’କୁ ଅନ୍ତର୍ଜାତୀୟ ସମ୍ମାନ

ଗଞ୍ଜାମ: ଦିନେ ଗାଁ ଦାଣ୍ଡରେ ଘୁଡୁକିର ତାଳ ଓ ବାଘନାଚର ରଙ୍ଗରେ ମୁଖରିତ ହେଉଥିଲା ଗଞ୍ଜାମର ଲୋକଜୀବନ। ମାଟିର ବାସ୍ନା, ପରମ୍ପରା ଓ ଲୋକକଳାର ସେହି ଅନନ୍ୟ ଛବି ଏବେ ଦେଶର ସୀମା ଟପି

ବାର୍ଦ୍ଧକ୍ୟରେ MKCG ପାଲଟିଛି ଆଶ୍ରୟ

ବ୍ରହ୍ମପୁର: ସନ୍ତାନର ଜନ୍ମଠାରୁ ଆରମ୍ଭ କରି ସେମାନଙ୍କୁ ବଡ଼ କରିବା ପର୍ଯ୍ୟନ୍ତ ବାପା-ମାଆଙ୍କ ଜୀବନର ଅଧିକାଂଶ ସମୟ କେବଳ ସନ୍ତାନଙ୍କ ଭବିଷ୍ୟତ ପାଇଁ ହିଁ ବିତିଯାଏ। ନିଜର ସୁଖ, ଆରାମ ଓ ଅନେକ ଇଚ୍ଛାକୁ

Live Cricket Score