Explore

Search

October 14, 2026 1:15 pm

ଓଡିଶା ଖବର

ମନ୍ଦିରରେ ପଶିଲା, ବାହାରି ପାରିଲାନି : କବାଟ ଫାଙ୍କରେ ଫସିଲା ଚୋର

କାମାକ୍ଷାନଗର : ମନ୍ଦିରରେ ଚୋରି ଉଦ୍ୟମ ବେଳେ ଅଜବ ପରିସ୍ଥିତିରେ ଫସିଗଲା ଜଣେ ଯୁବକ। ମନ୍ଦିର କବାଟର ଫାଙ୍କ ଦେଇ ଭିତରକୁ ପଶିଥିଲା । ହେଲେ ଆଉ ବାହାରକୁ ଆସିପାରିନଥିଲା। ଶେଷରେ ଗ୍ରାମବାସୀଙ୍କ ସୂଚନା

ତ୍ରିକୋଣୀୟ ପ୍ରେମ କାହାଣୀ ‘ଡାଏରୀ’

ଭୁବନେଶ୍ୱର : ରଜ ଅବସରରେ ଓଡ଼ିଆ ସିନେପ୍ରେମୀଙ୍କ ପାଇଁ ଆସୁଛି ଏକ ଭିନ୍ନ ସ୍ୱାଦର ପ୍ରେମ, ରହସ୍ୟ ଓ ରୋମାଞ୍ଚଭରା ଚଳଚ୍ଚିତ୍ର ‘ଡାଏରୀ’। ଏକ ତ୍ରିକୋଣୀୟ ପ୍ରେମ କାହାଣୀକୁ କେନ୍ଦ୍ର କରି ନିର୍ମିତ ଏହି

ପୁଣି ଚମକିଲେ ଓଡ଼ିଆ ଝିଅ : ଜିତିଲେ ୱାର୍ଲ୍ଡ ଜିମ୍ନାଷ୍ଟିକ୍ସ ସ୍କଲାରସିପ୍

ଭୁବନେଶ୍ୱର : ଓଡ଼ିଶାର କ୍ରୀଡ଼ା ଜଗତ ପାଇଁ ଆସିଛି ଏକ ଗର୍ବର ମୁହୂର୍ତ୍ତ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମସ୍ଥିତ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ସେଣ୍ଟରର ଉଦୀୟମାନ ଜିମ୍ନାଷ୍ଟ ପ୍ରୀତି ଝଙ୍କାର ଅନ୍ତର୍ଜାତୀୟସ୍ତରରେ ଏକ ଅଭୂତପୂର୍ବ ସଫଳତା

କାଳବୈଶାଖୀର କଡ଼ା ଚେତାବନୀ: ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ରଜ ପୂର୍ବରୁ ଓଡ଼ିଶା ଛୁଇଁପାରେ ମୌସୁମୀ

ଭୁବନେଶ୍ୱର : ରାଜ୍ୟରେ ଏବେ ଗରମ ଓ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଥିବା ବେଳେ ଆସନ୍ତା କିଛି ଦିନ ପାଇଁ ପାଣିପାଗରେ ବଡ଼ ପରିବର୍ତ୍ତନର ସଙ୍କେତ ମିଳିଛି। ଗୋଟେ ପଟେ କାଳବୈଶାଖୀ ପ୍ରଭାବରେ ରାଜ୍ୟର

ପୁରୀରେ ବ୍ରିକ୍ସ ସମ୍ମିଳନୀକୁ ବାଲୁକା କଳାର ଅଭିନବ ସ୍ୱାଗତ, ବିଶ୍ୱ ମଞ୍ଚରେ ଓଡ଼ିଶାର ଗୌରବ

ପୁରୀ : ବିଶ୍ୱର ପ୍ରମୁଖ ଉଦୀୟମାନ ଅର୍ଥନୀତିଗୁଡ଼ିକର ମଞ୍ଚ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବିପର୍ଯ୍ୟୟ ପ୍ରସମନ କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ଆଜିଠାରୁ ପୁରୀରେ ଆରମ୍ଭ ହୋଇଛି। ଏହି ଅବସରରେ ଅନ୍ତର୍ଜାତୀୟ ଅତିଥିମାନଙ୍କୁ ସ୍ୱାଗତ ଜଣାଇବା

ତୃତୀୟ ଦିନରେ ମହେନ୍ଦ୍ରଗିରି ମେଳା : ସାଧୁ-ସନ୍ଥ ଓ ପର୍ଯ୍ୟଟକଙ୍କ ସମାଗମରେ ଚଳଚଞ୍ଚଳ ପୀଠ କ୍ଷେତ୍ର

ଗଜପତି: ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଆଧ୍ୟାତ୍ମିକ ଓ ଧାର୍ମିକ ପୀଠ ମହେନ୍ଦ୍ରଗିରିରେ ଚାଲିଥିବା ପାରମ୍ପରିକ ମହେନ୍ଦ୍ରଗିରି ମେଳାର ଆଜି ତୃତୀୟ ଦିନ। ମେଳାକୁ ନେଇ ସମଗ୍ର ପାହାଡ଼ ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିବା ବେଳେ ହଜାର

ମୁଖ୍ୟମନ୍ତ୍ରୀ ନେଲେ ବଡ଼ ପଦକ୍ଷେପ: ଶିଶୁଙ୍କ ପୁଷ୍ଟିକର ଖାଦ୍ୟ ପାଇଁ ବଢ଼ିଲା ସରକାରୀ ବ୍ୟୟ

ଭୁବନେଶ୍ୱର: ରାଜ୍ୟରେ କୁପୋଷଣ ହ୍ରାସ କରିବା ଏବଂ ପ୍ରତ୍ୟେକ ଶିଶୁଙ୍କୁ ସୁସ୍ଥ ଓ ସବଳ ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ଓଡ଼ିଶା ସରକାର ନୂଆ ପଦକ୍ଷେପ ନେଇଛନ୍ତି। ବିଶେଷକରି ଅତିଶୟ କମ୍‌ ଓଜନର ଶିଶୁମାନଙ୍କ

ଦୁଲକୁଛି ଛତ୍ରପୁର ମହୋତ୍ସବ : ଦୀପ୍ତି ଓ କୁଲଦୀପଙ୍କ ଗୀତରେ ମତୁଆଲା ଦର୍ଶକ

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ବହୁ ପ୍ରତୀକ୍ଷିତ ଛତ୍ରପୁର ମହୋତ୍ସବ–୨୦୨୬ ପାଇଁ ଉତ୍ସବମୁଖର ହୋଇ ଉଠିଛି ପରିବେଶ । ଜୁନ୍ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବର ଆଜି ତୃତୀୟ ଦିବସ। ଏହି

ନୂଆ ଶିକ୍ଷାବର୍ଷ, ପୁରୁଣା ସମସ୍ୟା; ବହି ବିନା ପାଠପଢ଼ା : ଅସୁବିଧାରେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଖରାଛୁଟି ଶେଷ ହେବାକୁ ଆଉ ବେଶି ଦିନ ବାକି ନାହିଁ। ରାଜ୍ୟର ଲକ୍ଷାଧିକ ଛାତ୍ରଛାତ୍ରୀ ନୂଆ ଶ୍ରେଣୀ, ନୂଆ ପାଠ୍ୟକ୍ରମ ଓ ନୂଆ ଆଶା ନେଇ ସ୍କୁଲ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି।

ଜମୁଛି ଛତ୍ରପୁର ମହୋତ୍ସବର ୨ୟ ସନ୍ଧ୍ୟା : ମଣ୍ଟୁ ଛୁରିଆଙ୍କ ଗୀତରେ ଝୁମିଲେ ଦର୍ଶକ

ଛତ୍ରପୁର : ଜମୁଛି ଛତ୍ରପୁର ମହୋତ୍ସବ-୨୦୨୬ । ଗଞ୍ଜାମ ଜିଲ୍ଲା ପ୍ରଶାସନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ମହୋତ୍ସବର ୨ୟ ସନ୍ଧ୍ୟାରେ ଦର୍ଶକଙ୍କ ଲାଗିଛି ଖଚାଖଚ୍ଚ ଭିଡ । ଏହି ମହୋତ୍ସବକୁ ଦେଖିବା ପାଇଁ କେବଳ

Live Cricket Score