Explore

Search

July 14, 2026 10:57 am

ଓଡିଶା ଖବର

ସାଇବର ଠକେଇ ବିରୋଧରେ ଓଡ଼ିଶା ପୋଲିସର ନୂଆ ପଦକ୍ଷେପ : ଆରମ୍ଭ ହେଲା e-Zero FIR ବ୍ୟବସ୍ଥା

ଭୁବନେଶ୍ୱର : ସାଇବର ଆର୍ଥିକ ଠକେଇ ମାମଲାର ଶୀଘ୍ର ନିଷ୍ପତ୍ତି ଓ ପୀଡ଼ିତଙ୍କୁ ତ୍ୱରିତ ସହାୟତା ପ୍ରଦାନ ଲକ୍ଷ୍ୟରେ ଓଡ଼ିଶା ପୋଲିସ ରାଜ୍ୟରେ ପ୍ରଥମ ଥର ପାଇଁ ‘e-Zero FIR’ ବ୍ୟବସ୍ଥାର ଶୁଭାରମ୍ଭ କରିଛି।

ରହସ୍ୟ, ରୋମାଞ୍ଚମୟର ମେଳ : ଓଡ଼ିଆ ଫିଲ୍ମ ‘କଙ୍କଣ’

ଭୁବନେଶ୍ୱର : ଓଲିଉଡ ଦର୍ଶକଙ୍କ ପାଇଁ ଆସୁଛି ଆଉ ଏକ ନୂଆ ଚମତ୍କାର ଓଡ଼ିଆ ଫିଲ୍ମ । ଯାହା ଅଭିନେତ୍ରୀ ସୁପ୍ରିୟା ନାୟକ ଓ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ନେଇ ନିର୍ମିତ ହେଉଥିବା ନୂଆ ଚଳଚ୍ଚିତ୍ର

କୋରାପୁଟକୁ ମିଳିଲା ନୂଆ ରେଳ ସଂଯୋଗ : ପୁରୀ–କୋରାପୁଟ ଏକ୍ସପ୍ରେସର ଶୁଭାରମ୍ଭ

କୋରାପୁଟ : ଶେଷରେ କୋରାପୁଟବାସୀଙ୍କ ବହୁଦିନର ଅପେକ୍ଷାର ଅବସାନ ଘଟିଛି। କୋରାପୁଟ ଜିଲ୍ଲାର ରେଳ ଯୋଗାଯୋଗକୁ ଆହୁରି ସୁଦୃଢ଼ କରିବା ସହ ଯାତ୍ରୀଙ୍କ ସୁବିଧା ବୃଦ୍ଧି ପାଇଁ ପୁରୀ–କୋରାପୁଟ ଏକ୍ସପ୍ରେସ ସେବାର ଶୁଭାରମ୍ଭ କରାଯାଇଛି

ବ୍ରହ୍ମପୁର-ସୁରଟକୁ ଗଡ଼ିବ ଅମୃତ ଭାରତ ଏକ୍ସପ୍ରେସ : ବିଶ୍ୱସ୍ତରୀୟ ରେଳ ଷ୍ଟେସନ ପାଇଁ ୩୦୦ କୋଟିର ଘୋଷଣା

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ରେଳ ଯାତ୍ରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଏଣିକି ବ୍ରହ୍ମପୁର-ଉଧ୍ନା (ସୁରଟ)କୁ ଅମୃତ ଭାରତ ଏକ୍ସପ୍ରେସ ପ୍ରତିଦିନ ଚଳାଚଳ କରିବ। ଦୀର୍ଘଦିନ ଧରି ଗୁଜରାଟର ସୁରଟରେ ବସବାସ

ରଥଯାତ୍ରା ପାଇଁ କଡ଼ା ନିୟମ : ବଡଦାଣ୍ଡରେ ମିଳିବନି ରନ୍ଧା ଖାଦ୍ୟ, ୩୦୦ ଅତିରିକ୍ତ ବସକୁ ମିଳିବ ଅସ୍ଥାୟୀ ପରମିଟ

ପୁରୀ : ଆସନ୍ତା ରଥଯାତ୍ରାକୁ ଅଧିକ ସ୍ୱଚ୍ଛ, ସୁରକ୍ଷିତ ଓ ଶୃଙ୍ଖଳିତ କରିବା ପାଇଁ ରାଜ୍ୟ ସରକାର ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଚଳିତ ବର୍ଷ ବଡଦାଣ୍ଡରେ ରନ୍ଧା ଖାଦ୍ୟ ବଣ୍ଟନକୁ

ଶିକ୍ଷା କ୍ଷେତ୍ରରେ ନୂଆ ଅଧ୍ୟାୟ : ନବମ-ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ରହିବ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର : ଏଣିକି କେବଳ ପ୍ରଥମରୁ ଅଷ୍ଟମ ନୁହେଁ, ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ମଧ୍ୟ ସ୍କୁଲରେ ମଧ୍ୟାହ୍ନ ଭୋଜନର ସୁବିଧା ପାଇବେ। ଏହି ନିଷ୍ପତ୍ତି ଶିକ୍ଷା ସହ ପୁଷ୍ଟିକର ଖାଦ୍ୟର ସୁନିଶ୍ଚିତତା

ରଥଯାତ୍ରାରେ ଆକର୍ଷଣୀୟ ଉପହାର : ବ୍ରହ୍ମପୁରରେ ନିଜର ପ୍ଲଟ୍ ଏବେ ସହଜ ଓ ସୁଲଭ

ଗୋଟେ ଭଲ ଜାଗା (ଲୋକେସନ)ରେ ଜମି କିଣିବା ଆଉ ଘର କରିବା ସମସ୍ତଙ୍କର ସ୍ବପ୍ନ ଥାଏ । ଆଉ ସେଥିପାଇଁ ଏକ ଉପଯୁକ୍ତ ସମୟକୁ ସମସ୍ତେ ଅପେକ୍ଷା କରିଥାନ୍ତି । ଏବେ ସେହି ଉପଯୁକ୍ତ

ସାମର୍ଥ୍ୟ–୨୦୨୬ : ଦିବ୍ୟାଙ୍ଗଙ୍କ ସଫଳତାର କାହାଣୀ ନେଇ ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ

ଭୁବନେଶ୍ୱର : ଭିନ୍ନକ୍ଷମତା କୌଣସି ବାଧା ନୁହେଁ, ବରଂ ସାମର୍ଥ୍ୟ ଓ ସଫଳତାର ନୂଆ ପରିଭାଷା ଏହି ସନ୍ଦେସକୁ ସାରା ଦେଶରେ ପହଞ୍ଚାଇବା ଲକ୍ଷ୍ୟରେ ଜୁଲାଇ ୮ରୁ ଆରମ୍ଭ ହେବ ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର

ବ୍ରହ୍ମପୁରରେ ହେବ ବିଶ୍ୱସ୍ତରୀୟ ସ୍କିଲ୍ ସେଣ୍ଟର : ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ଯୁବପିଢ଼ିଙ୍କୁ ବିଶ୍ୱସ୍ତରୀୟ ଦକ୍ଷତା ପ୍ରଶିକ୍ଷଣ ଓ ଉନ୍ନତ ନିଯୁକ୍ତି ସୁଯୋଗ ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟସରକାର ବ୍ରହ୍ମପୁରରେ ଏକ ନୂତନ ୱାର୍ଲ୍ଡ ସ୍କିଲ୍ ସେଣ୍ଟର (WSC) ସ୍ଥାପନ ପାଇଁ

ଗଞ୍ଜାମରେ ସୁଭଦ୍ରା ଶକ୍ତି ସମାବେଶ : ନାରୀ ସଶକ୍ତିକରଣ ଓ ସ୍ୱାବଲମ୍ବନର ନୂଆ ସଂକଳ୍ପ, ଲାଇଭ୍‌ରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀ

ଗଞ୍ଜାମ : ଓଡ଼ିଶାର ନାରୀ ଶକ୍ତିକୁ ଆର୍ଥିକ, ସାମାଜିକ ଓ ଆତ୍ମନିର୍ଭରତାର ନୂତନ ଶିଖରରେ ପହଞ୍ଚାଇବା ଲକ୍ଷ୍ୟ ନେଇ ଗଞ୍ଜାମରେ ଆୟୋଜିତ ହୋଇଯାଇଛି ବହୁ ପ୍ରତୀକ୍ଷିତ ‘ସୁଭଦ୍ରା ଶକ୍ତି ସମାବେଶ’। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ

Live Cricket Score