Explore

Search

June 5, 2026 10:16 am

ଖେଳ ଖବର

ICC ନାଁରେ ଗମ୍ଭୀର ଅଭିଯୋଗ ଆଣିଲା ବାଂଲାଦେଶ

ICC T20 ବିଶ୍ୱକପ-୨୦୨୬କୁ କେନ୍ଦ୍ର କରି ବିବାଦ ଶାନ୍ତ ହେବାର ନାଁ ନେଉନି। ପ୍ରଥମେ ଟୁର୍ଣ୍ଣାମେଣ୍ଟରୁ ବାଂଲାଦେଶକୁ ବାଦ ଦେଇ ସ୍କଟଲାଣ୍ଡକୁ ସୁଯୋଗ ଦିଆଯିବା ନିଷ୍ପତ୍ତି ନେଇ ବ୍ୟାପକ ଆଲୋଚନା ଆରମ୍ଭ ହୋଇଥିଲା। ଏହି

କ୍ରୀଡ଼ା ଜଗତ ପାଇଁ ବଡ଼ ଗର୍ବ : ରୋହିତ ଓ ହରମନପ୍ରୀତଙ୍କୁ ପଦ୍ମଶ୍ରୀ

ନୂଆଦିଲ୍ଲୀ : ଦେଶର କ୍ରୀଡ଼ା ଜଗତ ପାଇଁ ଗର୍ବର ଖବର। ଦୁଇଥର ବିଶ୍ୱକପ ବିଜୟୀ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଓ ମହିଳା କ୍ରିକେଟ ଦଳର ଅଧିନାୟିକା ହରମନପ୍ରୀତ କୌରଙ୍କ ସମେତ

ଭିସା ବିଳମ୍ବ : ବିଶ୍ୱକପ ଖେଳରୁ ବଞ୍ଚିତ ହେବେ ୪୨ ପାକିସ୍ତାନୀ

ଫେବୃଆରୀ ୭ ତାରିଖରୁ ଆରମ୍ଭ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ଏବେ ଭିସା ସମସ୍ୟାକୁ ନେଇ ବିବାଦରେ ଫସିଛି । ଭାରତ ଓ ଶ୍ରୀଲଙ୍କା ସଂଯୁକ୍ତ ଭାବେ ଆୟୋଜନ କରୁଥିବା ଏହି ମେଗା

ଶୀତୁଆ ସନ୍ଧ୍ୟାରେ କମ୍ପିବ କଳିଙ୍ଗ ଷ୍ଟାଡ଼ିୟମ, କାଲିଠୁ ହକି ଇଣ୍ଡିଆ ଲିଗ

ଭୁବନେଶ୍ୱର : ଆଉ ଦିନକ ପରେ ହକିର ଉତ୍ସାହରେ କମ୍ପି ଉଠିବ କଳିଙ୍ଗ ଷ୍ଟାଡ଼ିୟମ । କାଲିଠୁ ଆରମ୍ଭ ହେବାକୁ ଯାଉଛି ପ୍ରତିଷ୍ଠିତ ପୁରୁଷ ହକି ଇଣ୍ଡିଆ ଲିଗ। ବହୁପ୍ରତୀକ୍ଷିତ ଟୁର୍ଣ୍ଣାମେଣ୍ଟ ପାଇଁ ସମସ୍ତ

ଫିଟିଲା ଭାଗ୍ୟ, ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଅଧିନାୟକ ପଦ

ବର୍ଷ ଆରମ୍ଭରୁ ବଡ ସୁଯୋଗ । ଫିଟିଲା ଭାଗ୍ୟ, ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଅଧିନାୟକ ପଦ। କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ସମ୍ଭାଳିବେ ଅଧିନାୟକ ପଦ । ୧୯ ବର୍ଷରୁ କମ ଦଳର ଦାୟିତ୍ୱ ଗ୍ରହଣ

ଫେରିଲାଣି ହକି ଫିଭର, ପୁଣି ଦୁଲକିବ କଳିଙ୍ଗ ଷ୍ଟାଡିଅମ

ଭୁବନେଶ୍ବର: ଭୁବନେଶ୍ବରକୁ ପୁଣି ଫେରିଲାଣି ହକି ଫିଭର । ପୁଣି ଦୁଲକିବ କଳିଙ୍ଗ ଷ୍ଟାଡିଅମ । କଳିଙ୍ଗ ଷ୍ଟାଡିଅମରେ ପୁଣି ଖେଳା ହେବ ହକି ଲିଗ । ଆଉ ଚଳିତ ବର୍ଷ ହକି ଇଣ୍ଡିଆ

ସ୍ମୃତି ମନ୍ଧାନା କଲେ ପୁଣି ବଡ଼ ରେକର୍ଡ, ୧୦ ହଜାର ରନ କରିବାରେ ବିଶ୍ବରେ ଚତୁର୍ଥ କ୍ରିକେଟର

ସ୍ମୃତି ମନ୍ଧାନା କଲେ ପୁଣି ବଡ଼ ରେକର୍ଡ । ଭାରତୀୟ ମହିଳା କ୍ରିକେଟ ଦଳର ଓପନର ସ୍ମୃତି ମନ୍ଧାନା ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନ ପୂରଣ କରିଛନ୍ତି । ମନ୍ଧାନା ୧୦ ହଜାର

IPL 2026 ମିନି ଅକ୍ସନ : ସବୁଠୁ ଦାମୀ ବିଦେଶୀ ଖେଳାଳି କ୍ୟାମେରୁନ ଗ୍ରୀନ

ଆବୁଧାବି : IPL 2026 ପାଇଁ ଆବୁଧାବିର ଏତିହାଦ ଆରେନାରେ ମିନି-ଅକ୍ସନ ଆରମ୍ଭ ହୋଇଛି । ୩୬୯ ଖେଳାଳିଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ୨୨୭ ଭାରତୀୟ ଏବଂ ୧୧୩ ଜଣ ବିଦେଶୀ

ଇତିହାସ ରଚିଲା ଟିମ ଇଣ୍ଡିଆ, ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ

ଇତିହାସ ରଚିଲା ଟିମ ଇଣ୍ଡିଆ । ବାରବାଟୀରେ ଭାରତର ହେଲା ଦମଦାର ବିଜୟ । ଧୂଳି ଚାଟିଲା ଦକ୍ଷିଣ ଆଫ୍ରିକା ଦଳ । ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦

ବାରବାଟୀରେ ଟିମ ଇଣ୍ଡିଆର ଦମଦାର ବିଜୟ : ଭାରତୀୟ ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

କଟକ: ବାରବାଟୀରେ ଭାରତର ଦମଦାର ବିଜୟ । ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ ଇଣ୍ଡିଆ । ୭୪ ରନ କରି ଅଲଆଉଟ ହୋଇଗଲା ଦକ୍ଷିଣ ଆଫ୍ରିକା । ବାରବାଟୀ କ୍ରିକେଟ ଷ୍ଟାଡିୟମରେ

Live Cricket Score