Explore

Search

September 4, 2026 12:01 pm

ତାଜା ଖବର ଖବର

ବଜେଟରେ ‘ଅରେଞ୍ଜ ଇକୋନମୀ’କୁ ଗୁରୁତ୍ୱ : ସମୃଦ୍ଧ ହେବ ଗେମିଂ ଓ ଡିଜିଟାଲ ମିଡ଼ିଆ

ଭୁବନେଶ୍ୱର : ସଂସଦରେ ୨୦୨୬–୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ ଭାଷଣ ସମୟରେ ଅର୍ଥମନ୍ତ୍ରୀ ପ୍ରଥମଥର ପାଇଁ ‘ଅରେଞ୍ଜ ଇକୋନମୀ’ (Orange Economy)

ଭୁବନେଶ୍ୱରରେ ଗଡିବ ‘ସୁଭଦ୍ରା’ ବସ : ଚଲାଇବେ ମହିଳା ଡ୍ରାଇଭର

ଭୁବନେଶ୍ୱର : ମହିଳା ଯାତ୍ରୀଙ୍କ ପାଇଁ ଓ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ଆଣିଛନ୍ତି ଖୁସି ଖବର । ଏବେ ଭୁବନେଶ୍ୱରରେ ଗଡ଼ିବ ‘ସୁଭଦ୍ରା’ ବସ । ମହିଳା ଯାତ୍ରୀଙ୍କ ପାଇଁ

ସ୍କୁଲରେ ମାଗଣା ସାନିଟାରି ପ୍ୟାଡ ନଦେଲେ ମାନ୍ୟତା ରଦ୍ଦ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସମସ୍ତ ସ୍କୁଲରେ ଛାତ୍ରୀମାନଙ୍କୁ ମାଗଣା ସାନିଟାରି ପ୍ୟାଡ ଯୋଗାଇଦେବାକୁ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି । ମାଗଣା ସାନିଟାରି ପ୍ୟାଡ ପ୍ରଦାନ ସଠିକ ଭାବେ ହେଉଛି କି ନାହିଁ, ସେଥିପାଇଁ

୧୬,୫୫୪ କୋଟି ଟଙ୍କା ବିନିଯୋଗରେ ଗୋପାଳପୁର ବନ୍ଦର ହେବ ସମ୍ପ୍ରସାରଣ : ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର : ୧୬,୫୫୪ କୋଟି ଟଙ୍କା ବିନିଯୋଗରେ ଗୋପାଳପୁର ବନ୍ଦର ହେବ ସମ୍ପ୍ରସାରଣ । ଏଭଳି ପ୍ରତିଶୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ । ଗଞ୍ଜାମ ଜିଲ୍ଲାକୁ ଅଧିକ ଉନ୍ନତ ଓ

ଗଞ୍ଜାମ ଜିଲ୍ଲାବାସୀଙ୍କୁ ୪୯୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ଭେଟି : ୩୨ କୋଟି ଟଙ୍କା ବିନିଯୋଗରେ ସୌନ୍ଦର୍ଯ୍ୟକରଣ ହେବ ଗୋପାଳପୁର ବେଳାଭୂମି

ବ୍ରହ୍ମପୁର : ସରିଲା ଗୋପାଳପୁର ବେଳାଭୂମି ମହୋତ୍ସବ । ଲୋକକଳା ଓ ସଂସ୍କୃତିରେ ଝୁମିଥିଲା ବେଳାଭୂମି ଝୁମିଥିଲେ ଦର୍ଶକ । ବଲିଉଡ ଠୁ ନେଇ ଓଲିଉଡ଼ କଳାକାରଙ୍କ ଗୀତରେ ନାଚିଥିଲା ମନ। ତେବେ ଗତକାଲି

ଏଣିକି ମହାପ୍ରୟାଣ ବଦଳରେ ଗଡ଼ିବ ‘୧୦୯ ନମ୍ବର’ ଯାନ : କାର୍ଯ୍ୟକାରୀ ହେବ ଆୟୁ ଆରୋଗ୍ୟ ମନ୍ଦିର

ପାରଳାଖେମୁଣ୍ଡି : ରାଜ୍ୟରେ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କ ଅଭାବ ରହିଛି । ତେଣୁ ସରକାରୀ ଡାକ୍ତରଖାନା ଗୁଡ଼ିକରୁ ମୃତଦେହ ପରିବହନ ପାଇଁ ମହାପ୍ରୟାଣ ଗାଡ଼ିର ଅଭାବ ରହିଛି । ଯାହା ଏକ ଗୁରୁତର

ଦୁବାଇରେ ତିଆରି ହେଉଛି ସୁନାର ରାସ୍ତା

ଦୁବାଇରେ ତିଆରି ହେଉଛି ସୁନାର ରାସ୍ତା। ଯାହା ବିଶ୍ୱର ପ୍ରଥମ ‘ଗୋଲ୍ଡ ଷ୍ଟ୍ରିଟ୍’ ହେବ ବୋଲି ଜଣା ପଡିଛି । କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ଏକଦମ ସତ । ଲଗ୍ଜରୀ ଜୀବନଶୈଳୀ, ଆଧୁନିକ

କୋର୍ଟକୁ ଟଣା ହେବେ ଅନୁଭବ, ଯେଉଁଠି ଥାଆନ୍ତୁ ମୁଁ ତାଙ୍କୁ ଛାଡିବିନି : ବର୍ଷା ପ୍ରିୟଦର୍ଶିନୀ

କଟକ : ପୁଣି ଥରେ ମୁଁହାମୁଁହି ହେବେ ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀ। କୋର୍ଟରେ ପୁଣି ଚାଲିବ ଅନୁଭବଙ୍କ ନାଁରେ ଯୌତୁକ ନିର୍ଯାତନା ମାମଲା। ଏହାକୁ ନେଇ ବର୍ଷା କହିଛନ୍ତି କି ଅନୁଭବ ଯେଉଁଠି

ଗୋପାଳପୁର ବେଳାଭୂମି ମହୋତ୍ସବରେ ସୁଦର୍ଶନଙ୍କ ବାଲୁକା କଳା ଓ ସଚେତନତାର ଡାକ

ବ୍ରହ୍ମପୁର : ଗୋପାଳପୁର ବେଳାଭୂମି ମହୋତ୍ସବରେ ସୁଦର୍ଶନଙ୍କ ବାଲୁକା କଳା ଓ ସଚେତନତାର ଡାକ । ବାଲୁକା କଳା ମାଧ୍ୟମରେ ସଡ଼କ ସୁରକ୍ଷା ଓ ପରିବେଶ ସଚେତନତାର ସୁସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ

ଫିଲିପାଇନ୍ସରେ ଭୟଙ୍କର ଭୂମିକମ୍ପ : ଦୋହଲିଗଲା ବଡ ବଡ ଘର

ହଟାତ୍ ସକାଳୁ ଫିଲିପାଇନ୍ସରେ ଅନୁଭୂତ ହୋଇଛି ଭୟଙ୍କର ଭୂମିକମ୍ପ। ସକାଳୁ ସକାଳୁ ଭୂକମ୍ପର ଜୋରଦାର ଝଟକାରେ ସାରା ଅଞ୍ଚଳ କମ୍ପିଉଠିଥିଲା। ଲୋକମାନେ ଭୟଭୀତ ହୋଇ ତୁରନ୍ତ ନିଜ ଘର ଛାଡ଼ି ବାହାରକୁ ଚାଲି ଯାଇଥିଲେ।

Live Cricket Score