Explore

Search

September 4, 2026 4:19 am

ତାଜା ଖବର ଖବର

ବଦଳିଲେ ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ

ଭୁବନେଶ୍ୱର : ରାଜ୍ୟ ସରକାର ଆଇଏଏସସ୍ତରରେ ବ୍ୟାପକ ଅଦଳବଦଳ କରିଛନ୍ତି । ଏହି ପରିବର୍ତ୍ତନ ମଧ୍ୟରେ ମାଲକାନଗିରି ଜିଲ୍ଲାପାଳ ଶ୍ରୀଯୁକ୍ତ ସୋମେଶ ଉପାଧ୍ୟାୟଙ୍କ ବଦଳିକୁ ନେଇ ପ୍ରଶାସନିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ଓଡ଼ିଆଙ୍କୁ ଉଦ୍ଧାର ଲାଗି ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ : ଜାରି କଲେ ଟୋଲ ଫ୍ରି ନମ୍ବର

ଭୁବନେଶ୍ୱର : ଆକାଶରେ ଗର୍ଜୁଛି ମିସାଇଲ, ବର୍ଷୁଛି ନିଆଁ ବାରୂଦ । ତୁହାକୁ ତୁହା ଖସୁଛି ଡ୍ରୋନ । ବୋମା ମାଡ଼ରେ ଥରୁଛି ସମଗ୍ର ମଧ୍ୟପ୍ରାଚ୍ୟ । ଆଉ ଏହି ଯୁଦ୍ଧ ପରିସ୍ଥିତି ମଧ୍ୟରେ

ଓଡ଼ିଶା ପାଇଁ ନୂଆ ରେଳ ସୁବିଧା : ‘ଅମୃତ ଭାରତ’ ଟ୍ରେନ ସେବା ଅନୁମୋଦିତ

ଭୁବନେଶ୍ୱର : ଓଡ଼ିଶାରେ ରେଳ ଯୋଗାଯୋଗ ବିକାଶକୁ ଆହୁରି ମଜବୁତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ପଦକ୍ଷେପ ନିଆଯାଇଛି । ଓଡ଼ିଶାକୁ ଆସାମ ଓ ତେଲେଙ୍ଗାନା ସହ ସଂଯୋଗ କରିବା ଉଦ୍ଦେଶ୍ୟରେ

ବ୍ରହ୍ମପୁରରେ ରନ୍ଧନ ଗ୍ୟାସ ଓ ତେଲ ଦର ବୃଦ୍ଧିକୁ ନେଇ ଚିନ୍ତା

ବ୍ରହ୍ମପୁର : ବ୍ରହ୍ମପୁର ସହରରେ ରନ୍ଧନ ଗ୍ୟାସ ଯୋଗାଣ ଓ ମୂଲ୍ୟ ବୃଦ୍ଧିକୁ ନେଇ ଖାଉଟିମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ଅନ୍ତର୍ଜାତୀୟ ପରିସ୍ଥିତି ଓ ଯୁଦ୍ଧ ଆଶଙ୍କାର ପ୍ରଭାବରେ ରନ୍ଧନ ଗ୍ୟାସର ଦର

ରାଜ୍ୟର ଆଉ ୪ ଜିଲ୍ଲାରେ ଆସିବ ଚାଉଳ ଏଟିଏମ୍ : ଖୋଲିବ ନୂଆ କେନ୍ଦ୍ର

ଭୁବନେଶ୍ୱର : ରାଜ୍ୟରେ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ସରକାର ଚାଉଳ ଏଟିଏମ ବ୍ୟବସ୍ଥାକୁ ବିସ୍ତାର କରିବାକୁ ଯାଉଛନ୍ତି । ଶୀଘ୍ର ଝାରସୁଗୁଡ଼ା, ନବରଙ୍ଗପୁର, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାରେ

ରଥଯାତ୍ରା ପାଇଁ ନୂଆ ନିୟମ : ବଡ଼ଦାଣ୍ଡରେ ରନ୍ଧା ଖାଦ୍ୟ ବଣ୍ଟନ ନିଷେଧ, ଆସିବ ସ୍ୱତନ୍ତ୍ର SOP

ପୁରୀ : ରଥଯାତ୍ରା ପାଇଁ ଆସିଲା ନୂଆ ନିୟମ । ଆସନ୍ତା ରଥଯାତ୍ରାକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡର ସ୍ୱଚ୍ଛତା ଓ ପବିତ୍ରତା ରକ୍ଷା ପାଇଁ ପୁରୀ ପୌରସଭା ପକ୍ଷରୁ ନୂତନ ପଦକ୍ଷେପ ନିଆଯାଇଛି ।

ସୁଭଦ୍ରା ଶକ୍ତି ମେଳା : ମହିଳା ସଶକ୍ତିକରଣର ନୂଆ ଦିଗ

ଭୁବନେଶ୍ୱର : କୋରାପୁଟ ଜିଲ୍ଲା ଦଶହରା ପଡିଆ, ଜୟପୁରରେ ଜମୁଛି ସୁଭଦ୍ରା ଶକ୍ତି ମେଳା । ଚଳିତ ମାସ ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ଆସନ୍ତା ୧୪ ତାରିଖରେ ଶେଷ ହେବ

ଶହେ ଦିନ ପୂରଣ କଲା ‘ବାଲ୍ୟ ବିବାହ ମୁକ୍ତ ଅଭିଯାନ’ : ରାଜ୍ୟରେ ବ୍ୟାପକ ସଚେତନତା

ଭୁବନେଶ୍ୱର : ରାଜ୍ୟରେ ବାଲ୍ୟ ବିବାହ ବିରୋଧୀ ସଚେତନତା ବଢ଼ାଇବା ପାଇଁ ଚାଲିଥିବା ‘ବାଲ୍ୟ ବିବାହ ମୁକ୍ତ ଅଭିଯାନ’ ଶହେ ଦିନର ସଫଳ ଯାତ୍ରା ପୂରଣ କରିଛି । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ

ବଢ଼ିଲା ଏଲପିଜି ସିଲିଣ୍ଡର ଦର : ହନ୍ତସନ୍ତ ମଧ୍ୟବିତ୍ତି ପରିବାର

ନୂଆଦିଲ୍ଲୀ : ଦେଶରେ ଏଲପିଜି ଗ୍ୟାସର ମୂଲ୍ୟ ପୁଣିଥରେ ବଢ଼ିଛି । ନୂଆ ସଂଶୋଧିତ ଦର ଆଜିଠାରୁ ଲାଗୁ ହୋଇଛି। ଘରେ ବ୍ୟବହୃତ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଉପରେ ୬୦ ଟଙ୍କା ବୃଦ୍ଧି

ଦୁବାଇରେ ଫସିଛନ୍ତି ବ୍ରହ୍ମପୁର ସାଂସଦଙ୍କ ପରିବାର : ସୁରକ୍ଷିତ ଫେରାଇ ଆଣିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଅନୁରୋଧ

ବ୍ରହ୍ମପୁର : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଫସିଛନ୍ତି ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ପରିବାର । ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ୮ଟି ପରିବାରର ମୋଟ ୨୪ ଜଣ ନାଗରିକ ଦୁବାଇରେ

Live Cricket Score