Explore

Search

July 16, 2026 11:42 pm

ତାଜା ଖବର ଖବର

ଇନ୍ଷ୍ଟଗ୍ରାମ ବନ୍ଦ କଲା End-to-End Encryption ସୁବିଧା

ଇନ୍ଷ୍ଟାଗ୍ରାମ୍‌ର ଗୋପନୀୟତା ନୀତିରେ ବଡ ପରିବର୍ତ୍ତନ ଆସିଛି। ୨୦୨୬ ମଇ ୮ ତାରିଖରୁ ମେଟା ଆନୁଷ୍ଠାନିକ ଭାବେ ଇନ୍ଷ୍ଟାଗ୍ରାମ୍‌ର ଡାଇରେକ୍ଟ ମେସେଜ୍‌ (DM) ପାଇଁ End-to-End Encryption (E2EE) ସୁବିଧା ବନ୍ଦ କରିଦେଇଛି। ୨୦୨୩

୧୦ ଲକ୍ଷ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବା ପାଇଁ AI ସାକ୍ଷରତା ଅଭିଯାନ ଆରମ୍ଭ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଦେଶର ଶିକ୍ଷା ବ୍ୟବସ୍ଥାକୁ ଆଧୁନିକ ଓ ପ୍ରଯୁକ୍ତିମୂଳକ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତା ୨୦୨୭ ସୁଦ୍ଧା ଦେଶର ୧୦ ଲକ୍ଷରୁ

ଆଜିଠୁ ପଶ୍ଚିମବଙ୍ଗରେ ଶୁଭେନ୍ଦୁଙ୍କ ସରକାର

କୋଲକାତା: ପଶ୍ଚିମବଙ୍ଗର ରାଜନୀତିରେ ନୂଆ ଅଧ୍ୟାୟର ଆରମ୍ଭ ହୋଇଛି। ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଭବ୍ୟ ଆୟୋଜନ ମଧ୍ୟରେ ଶପଥ ଗ୍ରହଣ କରିଛନ୍ତି। କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଆୟୋଜିତ ଏହି

ମୋହନ ମାଝୀଙ୍କ ପରେ ଶୁଭେନ୍ଦୁ ଅଧିକାରୀ : ଦୁଇ ମୁଖ୍ୟମନ୍ତ୍ରୀଙ୍କ ଜୀବନରେ ସମାନ ଦୁଃଖର କାହାଣୀ !

ପଶ୍ଚିମବଙ୍ଗରେ ବିଜେପିର ଐତିହାସିକ ବିଜୟ ପରେ ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ପଦରେ ବସିଛନ୍ତି। ଶୁକ୍ରବାର ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ଭାବେ ଚୟନ କରାଯାଇଥିବା ବେଳେ କେନ୍ଦ୍ର

ଓଡିଶାକୁ ମାଡି ଆସୁଛି ବାତ୍ୟା : ସୃଷ୍ଟି ହେଲାଣି ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ

ଭୁବନେଶ୍ୱର : ଓଡିଶାକୁ ମାଡି ଆସୁଛି ବଡ଼ ବାତ୍ୟା । ଖୁବଶୀଘ୍ର ଭିଜିବ ସାରା ଓଡିଶା। ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ, ଦକ୍ଷିଣ ଆଣ୍ଡାମାନ ସାଗର ଓ ପାଖପାଖି ଅଞ୍ଚଳରେ

ପଶ୍ଚିମବଙ୍ଗରେ ରିଲିଜ୍ ହେବ ‘ଦ ବେଙ୍ଗଲ ଫାଇଲ୍ସ’ : ଭାବପ୍ରବଣ ହେଲେ ଅଭିନେତା

ହାଇଦ୍ରାବାଦ : ଦୀର୍ଘଦିନର ବିବାଦ ଓ ରାଜନୈତିକ ଚର୍ଚ୍ଚା ପରେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଚର୍ଚ୍ଚିତ ଫିଲ୍ମ ‘ଦ ବେଙ୍ଗଲ ଫାଇଲ୍ସ’ ଅବଶେଷରେ ପଶ୍ଚିମବଙ୍ଗର ସିନେମା ହଲରେ ପ୍ରଦର୍ଶିତ ହେବାକୁ ଯାଉଛି। ଗତବର୍ଷ ଦେଶର

ଓଡ଼ିଶାରେ ଜଳ ପର୍ଯ୍ୟଟନକୁ ନୂଆ ଉଡାଣ, ସମୁଦ୍ରତଟରେ ଆରମ୍ଭ ହେଲା ଦୁଃସାହସିକ କ୍ରୀଡ଼ା ପ୍ରକଳ୍ପ ଯାଞ୍ଚ

ଭୁବନେଶ୍ୱର : ଓଡ଼ିଶାରେ ଦୁଃସାହସିକ ଜଳ ପର୍ଯ୍ୟଟନକୁ ନୂଆ ଗତି ଦେବା ପାଇଁ ପର୍ଯ୍ୟଟନ ବିଭାଗ ବିଭିନ୍ନ ସମୁଦ୍ରତଟ ଓ ଜଳାଶୟ ଅଞ୍ଚଳରେ ପ୍ରସ୍ତାବିତ ଜଳକ୍ରୀଡ଼ା ପ୍ରକଳ୍ପଗୁଡ଼ିକର ଯାଞ୍ଚ ଅଭିଯାନ ଆରମ୍ଭ କରିଛି ।

ଓଡିଶାରେ ବଦଳିବ ଯାତାୟାତ ଚିତ୍ର : ଗଞ୍ଜାମ ଜିଲ୍ଲା ପାଇଁ ବ୍ୟୟ ହେବ ୧୪୬ କୋଟି ଟଙ୍କା

ଭୁବନେଶ୍ବର : ଓଡିଶାର ସଡକ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ଆଧୁନିକ ଓ ସୁଦୃଢ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ରାଜ୍ୟର ୧୦ଟି ମୁଖ୍ୟ ସଡକ ପ୍ରକଳ୍ପ ପାଇଁ ୭୬୯ କୋଟି ଟଙ୍କାରୁ ଅଧିକ ଅର୍ଥ

ମୋଦିଙ୍କୁ ଅଭିନନ୍ଦନ ଜଣାଇଲେ ଡୋନାଲ୍ଡ ଟ୍ରମ୍ପ

ଶେଷରେ ସମସ୍ତ ବିବାଦକୁ ପଛକୁ ପକାଇ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ଐତିହାସିକ ସଫଳତା ପରେ ସାରା ବିଶ୍ୱରେ ଏହାକୁ

ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ଖେଳିବେନି ରୋହିତ ଶର୍ମା

ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଏପର୍ଯ୍ୟନ୍ତ ଆଶାଅନୁସାରେ ହୋଇନାହିଁ । ପଡ଼ିଆ ଭିତରେ ଯେପରି ସମସ୍ୟା ଦେଖାଯାଉଛି, ସେପରି ଦଳର ଡ୍ରେସିଂ ରୁମ୍‌ ଭିତରେ ମଧ୍ୟ କିଛି ହୋଇଥିବା ନେଇ ଚର୍ଚ୍ଚା ହେଉଛି

Live Cricket Score