Explore

Search

September 1, 2026 10:37 am

ତାଜା ଖବର ଖବର

ଜୁନ ୨ରେ ରିପୋର୍ଟ ମାଗିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟରେ ବିଜେପି ସରକାର ଗଠନର ଦୁଇ ବର୍ଷ ପୂରଣ ହେବାକୁ ଯାଉଥିବାବେଳେ ସରକାରୀ କାର୍ଯ୍ୟଦକ୍ଷତାର ସମୀକ୍ଷା ପାଇଁ ତତ୍ପରତା ବଢ଼ିଛି। କେଉଁ ବିଭାଗ କେତେ କାମ କରିଛି ଏବଂ ଦୁଇ ବର୍ଷ ମଧ୍ୟରେ

ଦୁଲକିଲା ଛତ୍ରପୁର ମହୋତ୍ସବ : ଅନ୍ତରାଙ୍କ ଗୀତରେ ଝୁମିଲେ ଦର୍ଶକ

ଛତ୍ରପୁର : ଆଜିଠୁ ଆରମ୍ଭ ହେଲା ଛତ୍ରପୁର ମହୋତ୍ସବ। ଏହାକୁ ନେଇ ବେଶ ଉତ୍ସବମୁଖର ହୋଇ ଉଠିଛି ସମଗ୍ର ଛତ୍ରପୁର । ଏହି ୫ ଦିନିଆ ମହୋତ୍ସବକୁ ଉପଭୋଗ କରିବା ପାଇଁ କେବଳ ଜିଲ୍ଲାନୁହେଁ

ଇନଷ୍ଟାଗ୍ରାମକୁ ନେଇ ଏଲନ୍ ମସ୍କଙ୍କ ମନ୍ତବ୍ୟ, ସୋସିଆଲ ମିଡିଆରେ ଚର୍ଚ୍ଚା ଜୋରଦାର

ଆଜିର ଡିଜିଟାଲ ଦୁନିଆରେ ଇନଷ୍ଟାଗ୍ରାମ କେବଳ ଫଟୋ କିମ୍ବା ଭିଡିଓ ସେୟାର କରିବାର ଏକ ଆପ୍ ନୁହେଁ, ବରଂ ଏହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନଶୈଳୀ, ଭାବନା ଓ ସୃଜନଶୀଳତାର ଏକ ପ୍ରମୁଖ ମଞ୍ଚରେ

ଆମେରିକାର ବଡ଼ ଆର୍ଥିକ ପଦକ୍ଷେପ, ଇରାନ ଉପରେ ବଢ଼ିଲା ଚାପ

ଆମେରିକା : ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ତିକ୍ତ ସମ୍ପର୍କ ମଧ୍ୟରେ ୱାଶିଂଟନ ପକ୍ଷରୁ ତେହେରାନ ବିରୋଧରେ ଏକ ବଡ଼ ଆର୍ଥିକ କାର୍ଯ୍ୟାନୁଷ୍ଠାନ ହୋଇଥିବା ଦାବି କରାଯାଇଛି। ଆମେରିକାର ଟ୍ରେଜେରୀ ସେକ୍ରେଟେରୀ ସ୍କଟ୍

ଆୟୁଷ୍ମାନ ହିତାଧିକାରୀଙ୍କ ପାଇଁ ଖୁସି ଖବର : କାର୍ଡ ଥିଲେ ମିଳିବ ଏହି ସବୁ ସୁବିଧା

ଭୁବନେଶ୍ୱର: ଆୟୁଷ୍ମାନ ଭାରତ ଯୋଜନାରେ ଚିକିତ୍ସା ସୁବିଧା ପାଉଥିବା ଲକ୍ଷାଧିକ ହିତାଧିକାରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର। ଏଣିକି ହସ୍ପିଟାଲରେ ଭର୍ତ୍ତି ପୂର୍ବରୁ ଆବଶ୍ୟକ ହେଉଥିବା ବିଭିନ୍ନ ମେଡିକାଲ୍ ପରୀକ୍ଷା ଓ

ଏଣିକି ପାଣିରେ ଚାଲିବ ଗ୍ୟାସ

ଭୁବନେଶ୍ୱର: ଦିନକୁ ଦିନ ବଢ଼ୁଥିବା ଏଲପିଜି ଗ୍ୟାସ୍ ଦର ମଧ୍ୟରେ ସାଧାରଣ ଉପଭୋକ୍ତାଙ୍କ ପାଇଁ ଆସିଛି ଏକ ନୂଆ ଆଶାର କିରଣ। ରୋଷେଇ ଖର୍ଚ୍ଚ କମାଇବା ସହ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ କେନ୍ଦ୍ର

ଭାଙ୍ଗି ପଡ଼ିଲେ ବୈଭବ, ଲୁହରେ ଭିଜିଗଲା ଆଇପିଏଲ ସ୍ୱପ୍ନ

କ୍ରିକେଟ ମଇଦାନରେ ନିଜ ବିସ୍ଫୋରକ ବ୍ୟାଟିଂରେ ବିପକ୍ଷ ବୋଲରଙ୍କୁ ନାକେଦମ କରୁଥିବା ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଆଜି ଏକ ଭିନ୍ନ ରୂପରେ ନଜର ଆସିଥିଲେ। ଆଇପିଏଲ୍ ୨୦୨୬ର କ୍ୱାଲିଫାୟର-୨ରେ ରାଜସ୍ଥାନ ରୟାଲ୍ସର ପରାଜୟ

ସରିଲା ପ୍ରସ୍ତୁତି : ଆଉ ଦିନକ ପରେ ଆରମ୍ଭ ହେବ ଛତ୍ରପୁର ମହୋତ୍ସବ

ଛତ୍ରପୁର : ଆଉ ମାତ୍ର ଗୋଟିଏ ଦିନ, ଏହାପରେ କମ୍ପିବ ଛତ୍ରପୁର । କାରଣ ଆସନ୍ତା ୧ ତାରିଖରୁ “ଛତ୍ରପୁର ମହୋତ୍ସବ” ସ୍ଥାନୀୟ ଷ୍ଟାଡିୟମ ପରିସରରେ ଆୟୋଜିତ ହେବାକୁ ଯାଉଛି । ଏନେଇ ସମସ୍ତ

ମାଲକାନଗିରିରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଅଭିଯାନ : ଘରେ ଘରେ ପହଞ୍ଚିବେ ୫୪୯ ଜଣ ବିଏଲଓ

ମାଲକାନଗିରି : ଗଣତନ୍ତ୍ରର ମୂଳ ଆଧାର ହେଉଛି ଏକ ସଠିକ ଏବଂ ଅଦ୍ୟତନ ଭୋଟର ତାଲିକା। ଏହି ଲକ୍ଷ୍ୟକୁ ସାମ୍ନାରେ ରଖି ଓଡ଼ିଶାରେ ଆଜିଠାରୁ ଆରମ୍ଭ ହୋଇଛି ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ

ଆଜିଠାରୁ ଆରମ୍ଭ ହେଲା SIR ଅଭିଯାନ

ଭୁବନେଶ୍ୱର : ରାଜ୍ୟରେ ଭୋଟର ତାଲିକାକୁ ଅଧିକ ସଠିକ୍‌, ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ଲକ୍ଷ୍ୟରେ ଆଜିଠାରୁ ସ୍ୱତନ୍ତ୍ର ସଂକ୍ଷିପ୍ତ ପୁନରୀକ୍ଷଣ (SIR) ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଅଭିଯାନ ଅନ୍ତର୍ଗତ ରାଜ୍ୟର

Live Cricket Score