Explore

Search

October 14, 2026 1:07 pm

ଓଡିଶା ଖବର

ଖରାର ପ୍ରକୋପ ମଧ୍ୟରେ ବଦଳୁଛି ସ୍କୁଲ ଛୁଟିର ଚିତ୍ର, କେଉଁ ରାଜ୍ୟରେ କେବେ ଖୋଲିବ ବିଦ୍ୟାଳୟ ?

ଭୁବନେଶ୍ୱର : ଚଳିତ ବର୍ଷ ଦେଶର ବିଭିନ୍ନ ଅଞ୍ଚଳରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଉଚ୍ଚ ତାପମାତ୍ରା ଯୋଗୁଁ ଅନେକ ରାଜ୍ୟ ସରକାର ସ୍କୁଲ ଛୁଟି ସମ୍ପର୍କରେ ସ୍ୱତନ୍ତ୍ର ନିଷ୍ପତ୍ତି ନେଇଛନ୍ତି। କେଉଁଠି ଛୁଟି

ଭକ୍ତିର ସ୍ରୋତରେ ଉଛୁଳୁଛି ଐତିହାସିକ ମହେନ୍ଦ୍ର ମେଳା

ଗଜପତି : ଗଜପତି ଜିଲ୍ଲାର ପ୍ରସିଦ୍ଧ ପୌରାଣିକ ତଥା ଆଧ୍ୟାତ୍ମିକ ତୀର୍ଥକ୍ଷେତ୍ର ମହେନ୍ଦ୍ରଗିରିରେ ଆରମ୍ଭ ହୋଇଛି ଐତିହାସିକ ”ମହେନ୍ଦ୍ର ମେଳା-୨୦୨୬”। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲା ସହ ଦେଶର ବହୁ ପ୍ରାନ୍ତରୁ ଆସିଥିବା ହଜାର

ଓଡିଶାର ବେଲ ପଣା, ସୁସ୍ୱାଦୁ ଆମ୍ବକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ତାଙ୍କର ଲୋକପ୍ରିୟ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ର ୧୩୪ତମ ସଂସ୍କରଣରେ ଓଡ଼ିଶାର ପାରମ୍ପରିକ ପାନୀୟ ବେଲ ପଣା ଏବଂ ପ୍ରସିଦ୍ଧ ସୁବର୍ଣ୍ଣରେଖା ଆମ୍ବର

ମହେନ୍ଦ୍ରଗିରିରେ ଆରମ୍ଭ ହେଲା ମହେନ୍ଦ୍ର ମେଳା

ଗଞ୍ଜାମ/ଗଜପତି : ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ, ଆଧ୍ୟାତ୍ମିକ ପରମ୍ପରା ଓ ଐତିହ୍ୟର ଅନନ୍ୟ ସଙ୍ଗମସ୍ଥଳୀ ଭାବେ ପରିଚିତ ଗଜପତି ଜିଲ୍ଲାର ପ୍ରସିଦ୍ଧ ମହେନ୍ଦ୍ରଗିରି ପର୍ବତରେ ଆଜିଠାରୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ମହେନ୍ଦ୍ର ମେଳା–୨୦୨୬

ଜୁନ ୨ରେ ରିପୋର୍ଟ ମାଗିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟରେ ବିଜେପି ସରକାର ଗଠନର ଦୁଇ ବର୍ଷ ପୂରଣ ହେବାକୁ ଯାଉଥିବାବେଳେ ସରକାରୀ କାର୍ଯ୍ୟଦକ୍ଷତାର ସମୀକ୍ଷା ପାଇଁ ତତ୍ପରତା ବଢ଼ିଛି। କେଉଁ ବିଭାଗ କେତେ କାମ କରିଛି ଏବଂ ଦୁଇ ବର୍ଷ ମଧ୍ୟରେ

ଦୁଲକିଲା ଛତ୍ରପୁର ମହୋତ୍ସବ : ଅନ୍ତରାଙ୍କ ଗୀତରେ ଝୁମିଲେ ଦର୍ଶକ

ଛତ୍ରପୁର : ଆଜିଠୁ ଆରମ୍ଭ ହେଲା ଛତ୍ରପୁର ମହୋତ୍ସବ। ଏହାକୁ ନେଇ ବେଶ ଉତ୍ସବମୁଖର ହୋଇ ଉଠିଛି ସମଗ୍ର ଛତ୍ରପୁର । ଏହି ୫ ଦିନିଆ ମହୋତ୍ସବକୁ ଉପଭୋଗ କରିବା ପାଇଁ କେବଳ ଜିଲ୍ଲାନୁହେଁ

ଆୟୁଷ୍ମାନ ହିତାଧିକାରୀଙ୍କ ପାଇଁ ଖୁସି ଖବର : କାର୍ଡ ଥିଲେ ମିଳିବ ଏହି ସବୁ ସୁବିଧା

ଭୁବନେଶ୍ୱର: ଆୟୁଷ୍ମାନ ଭାରତ ଯୋଜନାରେ ଚିକିତ୍ସା ସୁବିଧା ପାଉଥିବା ଲକ୍ଷାଧିକ ହିତାଧିକାରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର। ଏଣିକି ହସ୍ପିଟାଲରେ ଭର୍ତ୍ତି ପୂର୍ବରୁ ଆବଶ୍ୟକ ହେଉଥିବା ବିଭିନ୍ନ ମେଡିକାଲ୍ ପରୀକ୍ଷା ଓ

ସରିଲା ପ୍ରସ୍ତୁତି : ଆଉ ଦିନକ ପରେ ଆରମ୍ଭ ହେବ ଛତ୍ରପୁର ମହୋତ୍ସବ

ଛତ୍ରପୁର : ଆଉ ମାତ୍ର ଗୋଟିଏ ଦିନ, ଏହାପରେ କମ୍ପିବ ଛତ୍ରପୁର । କାରଣ ଆସନ୍ତା ୧ ତାରିଖରୁ “ଛତ୍ରପୁର ମହୋତ୍ସବ” ସ୍ଥାନୀୟ ଷ୍ଟାଡିୟମ ପରିସରରେ ଆୟୋଜିତ ହେବାକୁ ଯାଉଛି । ଏନେଇ ସମସ୍ତ

ମାଲକାନଗିରିରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଅଭିଯାନ : ଘରେ ଘରେ ପହଞ୍ଚିବେ ୫୪୯ ଜଣ ବିଏଲଓ

ମାଲକାନଗିରି : ଗଣତନ୍ତ୍ରର ମୂଳ ଆଧାର ହେଉଛି ଏକ ସଠିକ ଏବଂ ଅଦ୍ୟତନ ଭୋଟର ତାଲିକା। ଏହି ଲକ୍ଷ୍ୟକୁ ସାମ୍ନାରେ ରଖି ଓଡ଼ିଶାରେ ଆଜିଠାରୁ ଆରମ୍ଭ ହୋଇଛି ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ

ଆଜିଠାରୁ ଆରମ୍ଭ ହେଲା SIR ଅଭିଯାନ

ଭୁବନେଶ୍ୱର : ରାଜ୍ୟରେ ଭୋଟର ତାଲିକାକୁ ଅଧିକ ସଠିକ୍‌, ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ଲକ୍ଷ୍ୟରେ ଆଜିଠାରୁ ସ୍ୱତନ୍ତ୍ର ସଂକ୍ଷିପ୍ତ ପୁନରୀକ୍ଷଣ (SIR) ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଅଭିଯାନ ଅନ୍ତର୍ଗତ ରାଜ୍ୟର

Live Cricket Score