Explore

Search

May 30, 2026 12:26 am

ଓଡିଶା ଖବର

ଉତ୍ସବମୁଖର ହେବ ଛତ୍ରପୁର : ସୁସ୍ୱାଦୁ ଖାଦ୍ୟ ସହ ପଲ୍ଲୀଶ୍ରୀ ମେଳାର ଭରପୁର ଆନନ୍ଦ ଉଠାଇବେ ଦର୍ଶକ

ଛତ୍ରପୁର : ଆଉ ମାତ୍ର ୬ ଦିନ, ଏହାପରେ କମ୍ପିବ ଛତ୍ରପୁର । ଚଳିତ ମାସ ୪ ତାରିଖ ଠାରୁ ଛତ୍ରପୁରରେ ଆରାଧ୍ୟ ଦେବୀ ମା’ ରାମାୟଣାମ୍ମା ଠାକୁରାଣୀ ଯାତ୍ରା ମେ’ ୪ ତାରିଖରୁ

ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ସହ ନୂଆଦିଲ୍ଲୀରେ ସାକ୍ଷାତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ। ଏହି ଗୁରୁତ୍ୱପୂର୍ଣ୍ଣ ଭେଟଘାଟ ସମୟରେ ରାଜ୍ୟର ସମଗ୍ର ଉନ୍ନତି,

ଗୁହାରି ଶୁଣିଲେ ଜିଲ୍ଲାପାଳ : ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମନୋଜ ସତ୍ୟବାନ

କୋରାପୁଟ : ଜିଲ୍ଲାପାଳ ହେବ ତ ଏମିତି । ଅଭିଯୋଗକାରୀଙ୍କ ଗୁହାରି ଶୁଣିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଲେ କୋରାପୁଟ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନ। ୧୨ ବର୍ଷ ଧରି ସେବା କରିବା ପରେ

ବିଜେଡି ଛାଡିଲେ ଦେବାଶିଷ, ଶ୍ରୀମୟୀଙ୍କ ତେରଛା ବାଣରେ କମ୍ପିଲା ରାଜନୀତି

ଭୁବନେଶ୍ୱର : ବିଜେଡି ଛାଡିଲେ ଦଳର ବରିଷ୍ଠ ନେତା ଓ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ଦେବାଶିଷ ।

ରେଶମ ସହରରେ ପୁଣି ଥରେ ରକ୍ତରଞ୍ଜିତ ଘଟଣା : ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁଇ ଭାଇ

ବ୍ରହ୍ମପୁର : ରେଶମ ସହର ବ୍ରହ୍ମପୁରରେ ପୁଣି ଥରେ ରକ୍ତରଞ୍ଜିତ ଘଟଣା ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ରାସ୍ତା ମଝିରେ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା

ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱର : ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ଲଗାତାର ଭାବେ ତେଲ ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ଉପରେ ଆର୍ଥିକ ଚାପ ବଢ଼ିବାରେ ଲାଗିଛି। ଏଥର ପେଟ୍ରୋଲ ଲିଟର ପିଛା

ପାରାଦ୍ୱୀପ ବନ୍ଦରରେ ଅଘଟଣ : ପେଟ୍ରୋଲ ଖାଲି କରାଯାଉଥିବା ବେଳେ ଫାଟିଲା ପାଇପ ଲାଇନ୍

ପାରାଦ୍ୱୀପ : ପାରାଦ୍ୱୀପ ବନ୍ଦରରେ ଏକ ତୈଳବାହୀ ଜାହାଜରୁ ପେଟ୍ରୋଲ ଖାଲି କରାଯାଉଥିବା ବେଳେ ପାଇପ ଲାଇନ୍ ଫାଟିଯିବା ଘଟଣା ଚଞ୍ଚଳତା ସୃଷ୍ଟି କରିଛି । ଅଧିକ ଚାପ ସୃଷ୍ଟି ହେବାରୁ ପାରାଦ୍ୱୀପ ବନ୍ଦରରୁ

ଓଡ଼ିଶାରେ ମୁକ୍ତିଲାଭ କରିଲା ‘ମେମସାହାବ’

ଭୁବନେଶ୍ୱର : ସାରା ଓଡ଼ିଶାରେ ମୁକ୍ତିଲାଭ କରିଛି ରହସ୍ୟ, ରୋମାଞ୍ଚ ଓ ଅପରାଧକୁ ନେଇ ପ୍ରସ୍ତୁତ ନୂଆ ଓଡ଼ିଆ ଚଳଚ୍ଚିତ୍ର ମେମସାହାବ । ଉତ୍କଳ ଗ୍ୟାଲେରିଆସ୍ଥିତ ପ୍ରେକ୍ଷାଳୟରେ ଏହାର ପ୍ରଥମ ପ୍ରଦର୍ଶନ ଆୟୋଜିତ ହୋଇଥିବା

ଗଣତି ମଣତି ପ୍ରକ୍ରିୟା ସ୍ଥଗିତ: ଜୁନରେ ହେବ ଆରମ୍ଭ

ପୁରୀ : ଆସନ୍ତାକାଲିଠାରୁ ରତ୍ନଭଣ୍ଡାର ଅଳଙ୍କାର ଗଣନା କାର୍ଯ୍ୟ ସ୍ଥଗିତ ରହିବ । ଆସନ୍ତା ଜୁନ୍ ମାସରେ ପୁନର୍ବାର ଏହି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା

ଆହୁରି ଜାଳିବ ଖରା : ଅଂଶୁଘାତରେ ଗଲାଣି ୩ ଜୀବନ

ଭୁବନେଶ୍ଵର : ରାଜ୍ୟରେ ଏବେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପ୍ରଚଣ୍ଡ ଖରା ଓ ଗୁଳୁଗୁଳିରେ ସାରା ଓଡ଼ିଶା ଅସ୍ତବ୍ୟସ୍ତ ହୋଇପଡ଼ିଛି । ସ୍ଥିତି ଏପରି ଯେ, ତୀବ୍ର ଗରମ ଏବେ

Live Cricket Score