Explore

Search

July 14, 2026 6:17 pm

ଓଡିଶା ଖବର

୧୨ ହଜାର କୋଟି ଟଙ୍କାରେ ଗଢ଼ି ଉଠିବ ୨୨୦୦ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଖୁବ ଶୀଘ୍ର ରାଜ୍ୟବ୍ୟାପୀ ନିର୍ମାଣ ହେବ ୨୨୦୦ ଆଦର୍ଶ ବିଦ୍ୟାଳୟ । ମୋଟ ୧୨ ହଜାର କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବ ଏହି ଆଦର୍ଶ ବିଦ୍ୟାଳୟ । ଏନେଇ ଖୋର୍ଦ୍ଧା

ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ବଳ : ଗଞ୍ଜାମରେ ମା’ ତାରାତାରିଣୀ ଟେକ୍ସଟାଇଲ୍ ପାର୍କ ପାଇଁ ନୂଆ ନିବେଶ

ଭୁବନେଶ୍ୱର : ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ବଳ । ଓଡ଼ିଶାରେ ଶିଳ୍ପ ବିକାଶ ଓ ରୋଜଗାର ସୃଷ୍ଟି କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପିତ ହୋଇଛି । ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି

ପୌରାଞ୍ଚଳରେ ହେବ ଇଭି ଚାର୍ଜଙ୍ଗ ଷ୍ଟେସନ

ଭୁବନେଶ୍ୱର : ରାଜ୍ୟରେ ବୈଦ୍ୟୁତିକ ଯାନ (ଇଭି) ବ୍ୟବହାରକୁ ଅଧିକ ଗତିଶୀଳ କରିବା ପାଇଁ ପରିବହନ ବିଭାଗ ପକ୍ଷରୁ ଇଭି ଚାର୍ଜିଂ ଷ୍ଟେସନ ସ୍ଥାପନ ପାଇଁ ଏକ ବିସ୍ତୃତ ଏସଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର)

ଆସିଲା, ଅନ୍ଧାର କରି ଛେଚିଲା

ଭୁବନେଶ୍ୱର : ଆସିଲା, ଅନ୍ଧାର କରି ଛେଚିଲା ।ରାଜଧାନୀ ଭୁବନେଶ୍ୱରରେ ଆଜି ଅପରାହ୍ନରେ କାଳବୈଶାଖୀ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଥିଲା । ତତଲା ତାୱାରେ ସିଜୁଥିବା ରାଜଧାନୀରେ ନିର୍ଦ୍ଧୁମ ଛେଚିଛି ବର୍ଷା। ଦିନସାରା ଅସହ୍ୟ

ଭୁବନେଶ୍ୱରରେ ‘ଭାରତ ଭାଗ୍ୟ ବିଧାତା’ର ସ୍ପେଶାଲ ସ୍କ୍ରିନିଂ : ସ୍ୱାସ୍ଥ୍ୟସେବା କର୍ମୀଙ୍କୁ ସମ୍ମାନ ଜଣାଇଲେ କଙ୍ଗନା ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ଜୁନ୍ ୧୨ରେ ବଡ଼ ପରଦାକୁ ଆସୁଛି ବଲିଉଡ୍ ଚଳଚ୍ଚିତ୍ର ‘ଭାରତ ଭାଗ୍ୟ ବିଧାତା’। ଫିଲ୍ମ ମୁକ୍ତି ପୂର୍ବରୁ ଏହାର ଟିମ୍ ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚି ପ୍ରକୃତ ଜନନାୟକ ଓ

ସରିଲା ଛତ୍ରପୁର ମହୋତ୍ସବ-୨୦୨୬

ଛତ୍ରପୁର : ପାଞ୍ଚ ଦିନର ରଙ୍ଗାରଙ୍ଗ ଆୟୋଜନ ପରେ ସରିଲା ଛତ୍ରପୁର ମହୋତ୍ସବ-୨୦୨୬ । ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ

ଏଣିକି ଗର୍ଭବତୀଙ୍କୁ ମିଳିବ ୬ ହଜାର ଟଙ୍କା

ଭୁବନେଶ୍ୱର : ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ବିଭିନ୍ନ କଲ୍ୟାଣମୂଳକ ଯୋଜନା ଚଳାଉଛନ୍ତି । ସେଥିମଧ୍ୟରୁ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (PMMVY) ଅନ୍ୟତମ

ପିପିଲି ଚାନ୍ଦୁଆ ଶିଳ୍ପକୁ ମିଳିବ ନୂଆ ପରିଚୟ : ୮୦ କୋଟି ଟଙ୍କାରେ ନିର୍ମାଣ ହେବ ଅତ୍ୟାଧୁନିକ ହସ୍ତଶିଳ୍ପ ହବ୍

ଭୁବନେଶ୍ୱର : ଓଡ଼ିଶାର ପ୍ରସିଦ୍ଧ ପିପିଲି ଚାନ୍ଦୁଆ ଶିଳ୍ପକୁ ବିଶ୍ୱସ୍ତରୀୟ ପରିଚୟ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ବୃହତ୍ ପଦକ୍ଷେପ ନେଇଛନ୍ତି । ପୁରୀ ଜିଲ୍ଲାର ପିପିଲି ତହସିଲ ଅନ୍ତର୍ଗତ ଜଗନ୍ନାଥପୁର ମୌଜାରେ

ଜୁନରୁ ସରକାରୀ କାର୍ଯ୍ୟରେ ଇଭି ଗାଡ଼ି ବାଧ୍ୟତାମୂଳକ : ଜାରି ହେଲା ନୂଆ ନିର୍ଦ୍ଦେଶାବଳୀ

ଭୁବନେଶ୍ୱର : ପରିବେଶ ସୁରକ୍ଷା ଓ ଇନ୍ଧନ ଖର୍ଚ୍ଚ ହ୍ରାସକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସରକାରୀ କାର୍ଯ୍ୟରେ ବୈଦ୍ୟୁତିକ ଯାନ (ଇଭି) ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି। ଜୁନ୍ ୧ ତାରିଖରୁ ସମଗ୍ର ରାଜ୍ୟରେ

ବଢିବ ସ୍କୁଲ ଛୁଟି

ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ସ୍କୁଲର ଗ୍ରୀଷ୍ମ ଛୁଟି ଅବଧି ବୃଦ୍ଧି ନେଇ ଚର୍ଚ୍ଚା ଜୋର ଧରିଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

Live Cricket Score