Explore

Search

July 15, 2026 2:48 am

ଓଡିଶା ଖବର

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଚଢଉ

ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ ରାୟଗଡ଼ା କୋଲନରା ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ମଳୟ

ୟୁକ୍ରେନ ଡ୍ରୋନ୍ ଆକ୍ରମଣରେ ଗଞ୍ଜାମର ଦୁଇ ଭାଇ ଗୁରୁତର : ଦେଶକୁ ଫେରାଇ ଆଣିବାକୁ ପରିବାରର ଅନୁରୋଧ

ବ୍ରହ୍ମପୁର : ଋଷ–ୟୁକ୍ରେନ ସଂଘର୍ଷର ଭୟଙ୍କର ପରିସ୍ଥିତିର ପ୍ରଭାବ ଏବେ ଗଞ୍ଜାମ ଜିଲ୍ଲାର ଗାଁ ଗୁଡ଼ିକ ପର୍ଯ୍ୟନ୍ତ ପହଞ୍ଚିଛି । ଯୁଦ୍ଧକ୍ଷେତ୍ରରେ ଡ୍ରୋନ୍ ଓ ଗୁଳିର ଶବ୍ଦ ମଧ୍ୟରେ ଗଞ୍ଜାମର ଅନେକ ପ୍ରବାସୀ ଶ୍ରମିକ

ବ୍ରହ୍ମପୁର ଗିରିରୋଡ୍‌ରେ ଆକ୍ରମଣ ଘଟଣା : ମୁଖ୍ୟ ଅଭିଯୁକ୍ତ ମୁକେଶକୁ ଏନକାଉଣ୍ଟର

ବ୍ରହ୍ମପୁର : ବ୍ରହ୍ମପୁର ଗିରି ରୋଡରେ ଜଣେ ଯୁବକଙ୍କୁ ମାଡ ମାରି ରାସ୍ତାରେ ତଳେ ପକାଇ ଆକ୍ରମଣ କରାଯିବା ଘଟଣାର ମୁଖ୍ୟ ଅଭିଯୁକ୍ତ ମୁଫତେସ ସାହୁ ଓରଫ ମୁକେଶକୁ ପୋଲିସ ଏନକାଉଣ୍ଟର କରିଛି ।

ଗଞ୍ଜାମକୁ ସ୍ୱଚ୍ଛ କରିବାକୁ ଜିଲ୍ଲାପାଳଙ୍କ ନୂଆ ପଦକ୍ଷେପ, ଆରମ୍ଭ ହେଲା ‘ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ’ ଅଭିଯାନ

ଗଞ୍ଜାମ : ‘ମୁଁ ଶପଥ ନେଉଛି… ସ୍ୱଚ୍ଛତା ପ୍ରତି ସଦା ସଚେତନ ରହିବି… ପ୍ରତ୍ୟେକ ମଙ୍ଗଳବାର ଦୁଇ ଘଣ୍ଟା ଶ୍ରମଦାନ କରିବି… ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବି…।’ ଏହା କେବଳ ଏକ ବାର୍ତ୍ତା

ବଦଳିଲା CRUITର ନାଁ

ଭୁବନେଶ୍ୱର : କ୍ରୁଟର ନାମରେ ହେଲା ପରିବର୍ତ୍ତନ। କ୍ୟାପିଟାଲ ରିଜିଅନ ଅରବାନ ଟ୍ରାନ୍ସପୋର୍ଟରୁ କମ୍ପ୍ରିହେନସିଭ ରିଜିଅନ ଅରବାନ ଟ୍ରାନ୍ସପୋର୍ଟକୁ ପରିବର୍ତ୍ତନ ହେଲା କ୍ରୁଟ। ଅର୍ଥାତ “ରାଜଧାନୀ ଅଞ୍ଚଳ ସହରୀୟ ପରିବହନ” ବଦଳରେ ଏବେ “ସମ୍ପୂର୍ଣ୍ଣ

ଆଜି ଦେଶବ୍ୟାପୀ ଔଷଧ ଦୋକାନ ବନ୍ଦ : ଖୋଲା ରହିବ ନିରାମୟ ଓ ଜନୌଷଧି କେନ୍ଦ୍ର

ଭୁବନେଶ୍ୱର : ଆଜି ସାରା ଦେଶରେ ଔଷଧ ଦୋକାନ ବନ୍ଦ । ଅନଲାଇନ ଔଷଧ ବିତରଣକୁ ବିରୋଧ କରି ଦେଶର ବିଭିନ୍ନ ଘରୋଇ ଔଷଧ ଦୋକାନ ସଂଘ ଦିନିକିଆ ବନ୍ଦ ଡାକରା ଦେଇଛନ୍ତି ।

ରେଶମ ନଗରୀରେ ମୁକ୍ତିଲାଭ କଲା ‘ଆଫା’; ଦର୍ଶକଙ୍କ ହୃଦୟକୁ ଛୁଇଁଗଲା କାହାଣୀ

ବ୍ରହ୍ମପୁର : ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ‘ଆଫା’ । ଯାହା ଦର୍ଶକଙ୍କ ହୃଦୟକୁ ଛୁଇଁବାରେ ସଫଳ ହୋଇଛି । ଗତ ଏପ୍ରିଲ ମାସରେ ରାଜ୍ୟର ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଏହି ସିନେମା

ଭକ୍ତଙ୍କ ପାଇଁ ବଡ଼ ଉପହାର : କୋରାପୁଟରୁ ଶ୍ରୀକ୍ଷେତ୍ର ପୁରୀକୁ ଗଡ଼ିବ ସିଧାସଳଖ ଟ୍ରେନ

କୋରାପୁଟ : କୋରାପୁଟବାସୀଙ୍କୁ ବଡ଼ ଉପହାର । ଏଥର ସାବର ଶ୍ରୀକ୍ଷେତ୍ର କୋରାପୁଟରୁ ଶ୍ରୀକ୍ଷେତ୍ର ପୁରୀକୁ ଗଡ଼ିବ ସିଧାସଳଖ ଟ୍ରେନ । ଦୀର୍ଘ ଦିନର ଆଶା ଓ ଦାବି ପରେ ଶେଷରେ ସାବର ଶ୍ରୀକ୍ଷେତ୍ର

ତନ୍ତ-ଅରଟ ଚଖା ସହ ଆମ ସଂସ୍କୃତିର ଝଲକ ‘ମେହେରମୁଣ୍ଡା’

ଭୁବନେଶ୍ୱର : ସାରା ଓଡ଼ିଶାରେ ମୁକ୍ତିଲାଭ କରିଛି ଓଡ଼ିଆ ଚଳଚ୍ଚିତ୍ର ‘ମେହେରମୁଣ୍ଡା’। ବୁଣାକାରଙ୍କ ଜୀବନ ସଂଘର୍ଷ, ପରିଶ୍ରମ ଓ ସ୍ୱପ୍ନକୁ ଆଧାର କରି ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଥମ ପ୍ରଦର୍ଶନ କେଶରୀ ପ୍ରେକ୍ଷାଳୟରେ ହୋଇଥିଲା।

ଇନ୍ଧନ ଅଭାବକୁ ନେଇ ମହିଳା କଂଗ୍ରେସର ତୀବ୍ର ପ୍ରତିବାଦ : ଗାଡ଼ି ଠେଲି ପେଟ୍ରୋଲ ଟାଙ୍କିରେ ଆନ୍ଦୋଳନ

ଭୁବନେଶ୍ୱର : ରାଜ୍ୟରେ ଦେଖାଦେଇଥିବା ଇନ୍ଧନ ସମସ୍ୟା, ତେଲ ଟାଙ୍କିରେ ତେଲ ଅଭାବ ଓ କ୍ଷୀର ଦର ବୃଦ୍ଧିକୁ ନେଇ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ରାଜଧାନୀରେ ବିଶାଳ ପ୍ରତିବାଦ କରାଯାଇଛି । ଅଖିଳ

Live Cricket Score