Explore

Search

September 13, 2026 7:29 pm

୨୦୨୪ ପାଇଁ ୪ ଖେଳାଳି ପାଇବେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ

breaking sports news in odia

କ୍ରୀଡ଼ା ଜଗତେ ଉତ୍କୃଷ୍ଟ ହାସଲ କରିଥିବା କ୍ରୀଡାବିତ୍ ମାନଙ୍କୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ପ୍ରତିଭାଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ମିଳିଥାଏ l ଚଳିତବର୍ଷ ମନୁ ଭାକର ଓ ଗୁକେଶଙ୍କୁ ଖେଳରତ୍ନଙ୍କୁ ଏହି ପୁରସ୍କାର ମିଳିବ l 

ଅଲିମ୍ପିକ୍ସ ଡବଲ ମେଡାଲିଷ୍ଟ ମନୁ ଭାକର ଏବଂ ବିଶ୍ବ ଚେସ୍‌ ଚାମ୍ପିଅନ ଗୁକେଶ ଡିଙ୍କୁ ଖେଳରତ୍ନ ମିଳିବା ସହିତ ହକି ଟିମ୍‌ କ୍ୟାପଟେନ ହରମନପ୍ରୀତ, ପାରାଲିମ୍ପକ୍ସ ସ୍ବର୍ଣ୍ଣ ପଦକ ବିଜେତା ପ୍ରବୀଣ କୁମାରଙ୍କୁ ମଧ୍ଯ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯିବ ବୋଲି କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି l ଏଥିସହିତ ୩୨ ଜଣଙ୍କୁ ୨୦୨୪ ପାଇଁ ଅର୍ଜୁନ ପୁରସ୍କାର, ୩ ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ଓ ୨ଜଣଙ୍କୁ ଜୀବନବ୍ୟାପୀ ପୁରସ୍କାର ମିଳିବ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score