Explore

Search

April 15, 2026 1:11 am

ବ୍ରହ୍ମପୁର ପାଇଁ ଗର୍ବ ଆଣିଲେ ହର୍ଷବର୍ଦ୍ଧନ ସାହୁ

ରେଶମି ସହର ବ୍ରହ୍ମପୁର ପାଇଁ ଗର୍ବ ଆଣିଲେ ହର୍ଷବର୍ଦ୍ଧନ ସାହୁ l ଜାତୀୟସ୍ତରରେ ଚମକିଲେ ଏହି ଓଡିଆ ଯୁବକ l ସୂଚନାଯୋଗ୍ୟ ଯେ, ବ୍ରହ୍ମପୁରର ୧୮ ବର୍ଷୀୟ ହର୍ଷବର୍ଦ୍ଧନ ସାହୁ ହିମାଚଳ ପ୍ରଦେଶରେ ଅନୁଷ୍ଠିତ ଆଇଡବ୍ଲୁଏଲ୍ଏଫ୍ ଜାତୀୟ ଭାରୋତ୍ତୋଳନ ଚାମ୍ପିଅନସିପରେ ବାଳକମାନଙ୍କ ୪୯ କିଲୋଗ୍ରାମ ଯୁବ ବର୍ଗରେ ୨୦୩ କିଲୋଗ୍ରାମ ଭାର ଉଠାଇ ସ୍ୱର୍ଣ୍ଣ ପଦକ ଜିତିଥିଲେ ଏହା ସହ ୧୧୫ କି.ଗ୍ରା ଭାରଉତ୍ତୋଳନ କରିବା ସହିତ ସେ ଏକ ଜାତୀୟ ରେକର୍ଡ ମଧ୍ଯ ପ୍ରତିଷ୍ଠା କରିଛନ୍ତି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score