ତେଲଙ୍ଗାନାରେ ଆୟୋଜନ ହେବାକୁ ଯାଉଛି “ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା ୨୦୨୫” March 26, 2025 1:16 pm ତେଲଙ୍ଗାନା ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱର ସର୍ବଶ୍ରେଷ୍ଠ ସୁନ୍ଦରୀ ପ୍ରତିଯୋଗିତା l ଆସନ୍ତା । ମେ’ ୭ରୁ ୩୧ ପର୍ଯ୍ୟନ୍ତ ଏହି ସମାରୋହ ଚାଲିବ। ଯାହାକୁ ନେଇ ରାଜ୍ୟରେ ଜୋରଦାର୍ ପ୍ରସ୍ତୁତି ଆରମ୍ଭ