ଆଇନର ଶାସନ ସର୍ବୋପରି: ନ୍ୟାୟିକ ପ୍ରକ୍ରିୟା ପ୍ରତି ସମ୍ମାନ ଜଣାଇଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା June 22, 2026 1:16 am
ରାୟଗଡ଼ା ରେଳ ଡିଭିଜନ୍ ବିଲଡିଂର ଶିଳାନ୍ୟାସ ପରେ ଉଜ୍ଜୀବିତ ହୋଇଛି ଜିଲ୍ଲାବାସୀଙ୍କ ଆକାଂକ୍ଷା January 9, 2025 6:27 pm ରାୟଗଡା: ଦକ୍ଷିଣ ଓଡ଼ିଶାର ରାୟଗଡା ଏକ ପ୍ରମୁଖ ସହର l ରେଳ ବିକାଶକୁ ନେଇ ରାୟଗଡ଼ା ଜିଲ୍ଲାବାସୀଙ୍କ ଆକାଂକ୍ଷା ଆଉ ପାଦେ ଆଗେଇଛି l ରାୟଗଡ଼ା ରେଳ ଡିଭିଜନ କୋଠାର ହେଲା ଶିଳାନ୍ୟାସ କରିଛନ୍ତି