

ଆଜି ଉଭୟ ଲୋକସଭା ଓ ରାଜ୍ୟସଭାରେ ଅପରେସନ ସିନ୍ଦୁର ବିଷୟରେ ୧୬ ଘଣ୍ଟା ଚର୍ଚ୍ଚା ହେବ l ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆରମ୍ଭ କରିବେ ଚର୍ଚ୍ଚା l ଅମିତ ଶାହ, ଏସ୍. ଜୟଶଙ୍କର

ଅପରେସନ୍ ସିନ୍ଦୂର ପରେ ପାକିସ୍ତାନ ୩ଟି ଚିଠି ପଠାଇ ସିନ୍ଧୁ ଜଳ ଚୁକ୍ତି ରଦ୍ଦ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାପାଇଁ ଭାରତକୁ ବାରମ୍ବାର ଅନୁରୋଧ କରୁଛି । ଅପରେସନ୍ ସିନ୍ଦୂର ପୂର୍ବରୁ ମେ’ ଆରମ୍ଭରେ

ଭାରତୀୟ ପରାକ୍ରମ ଓ ବିଜୟ ଉତ୍ସବକୁ ଖେଳ ମଇଦାନରେ ହେବ ପାଳନ l ଜୁନ୍ ୩ରେ ହେବାକୁ ଥିବା ଆଇପିଏଲ ଫାଇନାଲରେ ଷ୍ଟାଡିଅମରେ ପାଳନ ହେବ l ୩ ସେନାର ମୁଖ୍ୟଙ୍କୁ ଷ୍ଟାଡିଅମକୁ ନିମନ୍ତ୍ରଣ

ଗଞ୍ଜାମ ଜିଲ୍ଲାର ବିଭିନ୍ନ ବିଧାନସଭା କ୍ଷେତ୍ରରେ ଅପରେସନ ସିନ୍ଦୂରର ସଫଳତା ଉପଲକ୍ଷେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ଗୋପଳପୁର ବିଧାୟକ ତଥା ମନ୍ତ୍ରୀମାନ୍ୟବର ବାଣିଜ୍ୟ,ପରିବହନ,ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା

ଛତ୍ରପୁର: ଅପରେସନ ସିନ୍ଦୁରର ସଫଳତା ଅବସରରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଟାଙ୍ଗଣାପଲ୍ଲି ମଣ୍ଡଳର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ଜନସାଧାରଣଙ୍କ ସହ ‘ପରାକ୍ରମ ଶୋଭାଯାତ୍ରା’ରେ ସାମିଲ

ଗତକାଲି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ କରିଛନ୍ତି l ବର୍ତ୍ତମାନର ସମୟରେ ଦେଶରେ ଚାଲିଥିବା ସମୟ ଓ ଅପରେସନ ସିନ୍ଦୂରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଆତଙ୍କୀ ଟ୍ରେନିଂ ସେଣ୍ଟରରେ ସଠିକ୍ ପ୍ରହାର କରିଛୁ

୭ ମଇ, ୨୦୨୫ ଭାରତ ପାଇଁ ଥିଲା ଏକ ଗୁରୁତ୍ୱପୂର୍ଣ୍ଣ ଦିନ l ପାକିସ୍ତାନ ଏବଂ ପାକ୍-ଅଧିକୃତ କାଶ୍ମୀରରେ ନଅଟି ଆତଙ୍କବାଦୀ-ସଂଯୁକ୍ତ ସ୍ଥାନକୁ ଟାର୍ଗେଟ କରି ଭାରତ ଆପଣାଇଥିଲା “ଅପରେସନ ସିନ୍ଦୂର” ମିଶନ l

ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣାର ପ୍ରତିଶୋଧ ନେଲା ଭାରତ । ଅଧରାତି ଅର୍ଥାତ୍ ରାତି ଗୋଟାଏ ବେଳକୁ ପାକିସ୍ତାନୀ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ମିସାଇଲ୍ ମାଡ଼ l ପାକିସ୍ତାନ ଅଧିକୃତ କାଶ୍ମୀର ଓ ପାକିସ୍ତାନର
WhatsApp us