

ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ସ୍ୱଚ୍ଛତା ପାରାମିଟରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଗଞ୍ଜାମ ଜିଲ୍ଲାର ଦୁଇଟି ସହରାଞ୍ଚଳକୁ ସ୍ୱଚ୍ଛତା ସର୍ବେକ୍ଷଣ ୨୦୨୪ ଅଧୀନରେ ପୁରସ୍କୃତ କରାଯାଇଛି l ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ

ଅଭିନେତା ହ୍ରିତିକ ରୋଶନ ଓ ଜୁନିୟର ଏନ୍ଟିଆର୍ଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ୱାର୍-୨’ର ନୂଆ ପୋଷ୍ଟର୍ ରିଲିଜ୍ ହୋଇଛି । ଏଥିରେ ହ୍ରିତିକ, କିଆରା ଆଡ଼ଭାନି ଓ ଜୁନିୟର ଏନ୍ଟିଆର୍ଙ୍କୁ ଦମ୍ଦାର ଆକ୍ସନ୍ ଦେଖିବାକୁ ମିଳିଛି

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ଵରେ ଲୋକସେବା ଭବନରେ ୧୧ଟି ବିଭାଗର ୧୩ଟି ପ୍ରସ୍ତାବରେ ବାଜିଲା ମୋହର l ଏଣିକି -ନିର୍ଦ୍ଧାରିତ ସମୟରେ ମିଳିବ ଜରୁରୀ ନାଗରିକ ସେବା l ୧୧୨ ନମ୍ବରକୁ ଫୋନ୍ କଲେ

ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାରେ ନ୍ୟାୟ ପ୍ରଦାନ କରିବା ପାଇଁ ଆଜି ଓଡିଶା କଂଗ୍ରେସ ପକ୍ଷରୁ ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ଚାଲିଛି l କଂଗ୍ରେସ ସମେତ ୮ଟି ରାଜନୀତିକ ଦଳ ଓ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଗତକାଲି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହୋଇ ସମାରୋହକୁ ସମ୍ୱୋଧିତ କରି କହିଥିଲେ ଯେ “ଛାତ୍ରଛାତ୍ରୀମାନେ ଚାକିରି କରିବାକୁ ନୁହେଁ

ଏଣିକି ବରିଷ୍ଠ ଅଧିକାରୀମାନଙ୍କୁ ଠିକ୍ ସମୟରେ ଆସିବାକୁ ହେବ ଅଫିସ l ଯାହାକୁ ନେଇ ରାଜ୍ୟର ସବୁ ବିଭାଗର ପ୍ରମୁଖ ସଚିବ ଓ ଅତିରିକ୍ତ ଶାସନ ସଚିବଙ୍କୁ ଚିଠି କରାଯାଇଛି l ଏଥିସହ ଅପାରଗ

ଆଗକୁ ହେବାକୁ ଥିବା ୨୦୨୮ ଅଲିମ୍ପିକ୍ସରେ କ୍ରିକେଟ ଟି-୨୦ ଫର୍ମାଟରେ ଖେଳାଯିବ। ଏନେଇ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଦ୍ୱାରା ସ୍ଥିର କରାଯାଇଛି । ଆନୁଷ୍ଠାନିକ ଭାବେ ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହୋଇଥିବା ବେଳେ ଆଜି

ଦୁଇଗୋଟି ରାଜ୍ଯ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ମହାମହିମ ରାଷ୍ଟ୍ରପତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l ଗୋଆରେ ରାଜ୍ୟପାଳ ରୂପେ ପଶୁପତି ଅଶୋକ ଗଜପଥିଙ୍କୁ, ହରିୟାଣାରେ

ଚୀନ୍ ଗସ୍ତରେ ଯାଇଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର । ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଚୀନ୍ ଗସ୍ତରେ ଯାଇଥିବା ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଚୀନ୍ ରାଷ୍ଟ୍ରପତି

କଳା,ବିଜ୍ଞାନ,ସାହିତ୍ୟ ଓ ସାମାଜିକ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ଯସଭାକୁ ମନୋନୀତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l ସେହି ୪ ଜଣ ହେଉଛନ୍ତି ଉଜ୍ଜଳ ନିକମ୍, ସି.
WhatsApp us