Explore

Search

April 26, 2026 10:21 am

Latest news ଖବର

ଉଦାହରଣ ସୃଷ୍ଟି କଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ: ଆଗ ରାଜଧର୍ମ କରି ପାଳନ କଲେ ପୁତ୍ର ଧର୍ମ

ଗତକାଲି ଥିଲା ସ୍ଵାଧୀନତା ଦିବସ l ଏହି ଉପଲକ୍ଷେ ଝାଡ଼ଖଣ୍ଡ ରାଜ୍ୟର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଶ୍ରାଦ୍ଧ କର୍ମ ସମୟରେ ପିନ୍ଧା ପୋଷାକ ପିନ୍ଧି ରାମଗଡ଼ ଜିଲ୍ଲାର ତାଙ୍କ ପୈତୃକ ଗ୍ରାମ ନେମରାରେ ପତାକା

ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ

ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ l ଏଥିପାଇଁ ସମ୍ବଲପୁରରେ ଶୁଭ ଲଗ୍ନ ନିର୍ଦ୍ଧାରଣ କରାଯାଇଛି l ଆସନ୍ତା ଅଗଷ୍ଟ ୨୮ରେ ସମ୍ବଲପୁରରେ ପାଳନ ହେବ ନୂଆଁଖାଇ l ଚାଷୀକୂଳର

ଭାରତମାଲା ଏକ୍ସପ୍ରେସୱେରେ ଯୋଡ଼ିହେଲା ସୁଙ୍କିଘାଟି : ରାଜ୍ୟର ବୃହତ୍ତମ ଟନେଲ୍

ଓଡ଼ିଶାର ପଡୋଶୀ ରାଜ୍ୟ ଛତିଶଗଡ଼ର ରାଜଧାନୀ ରାୟପୁର ଠାରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ଜାତୀୟ ରାଜପଥରେ ଲୋକଙ୍କର ଯାତାୟାତ ହେବାକୁ ଯାଉଛି ମଜାଦାର ଯାହାକୁ କରିବ ସୁଙ୍କିଘାଟି l ଏହା ଓଡ଼ିଶାର ବୃହତ୍ତମ ଟନେଲ୍‌ ରୂପେ

ନିଷେଧ ହେଲା ହରିଜନ ଶବ୍ଦ : ମିଳିଲା ବିଭାଗୀୟ ନିର୍ଦ୍ଦେଶ

ବଦଳିଲା ଜାତିଗତ ନାମକରଣ l ଏଣିକି ଆଉ କୌଣସି କାଗଜପତ୍ରରେ ହରିଜନ ଶବ୍ଦକୁ ବ୍ୟବହାର କରାଯିବ ନାହିଁ l ଓଡିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ବିଭାଗୀୟ

ଏଣିକି ପ୍ରତିମାସ ୭ରେ ଜିଲ୍ଲାପାଳ କରିବେ ଯୋଜନାର ସମୀକ୍ଷା

ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ଯହିଁରେ ଉନ୍ନୟନ କମିଶନରଙ୍କ ସମେତ ସମସ୍ତ ବିଭାଗର ସଚିବ ସାମିଲ୍ ହୋଇଥିଲେ l ମୋଟ ୧୦ଟି

ଚଉଷଠି ଯୋଗିନୀ ମନ୍ଦିର ପାଇଁ ୮୮ କୋଟି ରାଶି ଘୋଷଣା କରିଲେ ଉପମୁଖ୍ୟମନ୍ତ୍ରୀ

ପଶ୍ଚିମ ଓଡିଶାର ପ୍ରମୁଖ ଶକ୍ତି-ତନ୍ତ୍ର ପୀଠ ତଥା ବଲାଙ୍ଗୀର ଜିଲ୍ଲାର ଚଉଷଠି ଯୋଗିନୀ ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ସରକାରଙ୍କ ଦ୍ଵାରା ବଡ଼ ଘୋଷଣା କରାଯାଇଛି l ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ

ପାର ହେଲା ନୂଆ ଆୟକର ବିଲ୍ : କେନ୍ଦ୍ର ଅର୍ଥମନ୍ତ୍ରୀ

ଲୋକସଭାରେ ବହୁ ପ୍ରତୀକ୍ଷିତ ଆୟକର ବିଲ୍ ପାରିତ ହୋଇଛି l ଏହାକୁ ବିଧିବଦ୍ଧ ଭାବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଗତ ପରେ ପାରିତ ହୋଇଛି ଏହି ବିଧେୟକ l ଗତ ଶୁକ୍ରବାର ପୁରୁଣା

ନୂଆ ରୂପରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ : ୨୮୦ କୋଟି ଟଙ୍କା ବ୍ୟୟ

ଓଡ଼ିଶାର ପ୍ରମୁଖ ଆଦିବାସୀ ଅଧ୍ଯୁଷିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଦିନ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୨୮୦ କୋଟି

ନାରୀ ସଶକ୍ତିକରଣର ପ୍ରତୀକ “ସୁଭଦ୍ରା” : ମୁଖ୍ୟମନ୍ତ୍ରୀ

ନାରୀଟିଏ ଆଜି ଘରୁ ବାହାରି ହୋଇଛି ଆତ୍ମ ସ୍ୱାବଲମ୍ବୀ l ରାଜ୍ୟ ସରକାରଙ୍କ “ସୁଭଦ୍ରା ଯୋଜନା” ଦ୍ୱାରା ଉଦ୍ୟମୀ ମହିଳା ଭାବେ ନିଜର ପରିଚୟ ସୃଷ୍ଟି କରିବା ସହ ବିକଶିତ ଓଡ଼ିଶାର ମଙ୍ଗ ଧରୁଛନ୍ତି

ଲୁଣାପାଣିରୁ ହେବ ମଧୁର ଜଳ : ମାଟିଖାଲରେ ହେଲା ଶୁଭାରମ୍ଭ

ଏଣିକି ସମୁଦ୍ରର ପାଣି ଆଉ ବୃଥାରେ ଯିବ ନାହିଁ l ଏହା ହେବ ପାନୀୟ ଯୋଗ୍ୟ l ସୂଚନା ଅନୁଯାୟୀ ୨ ଦିନ ଧରି ଗଞ୍ଜାମ ଗସ୍ତରେ ଥ‌ିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Live Cricket Score