

ଓଡ଼ିଶାରେ ଖୁବଶୀଘ୍ର ଆସିବାକୁ ଯାଉଛି ଇଲେକ୍ଟ୍ରିକ ଯାନ ନୀତି l ଏନେଇ ଚିଠା ପ୍ରସ୍ତାବ ଜାରି କଲା ପରିବହନ ବିଭାଗ l ସର୍ବସାଧାରଣଙ୍କ ପାଇଁ ଇଲେକ୍ଟ୍ରିକ ଯାନ ଚାର୍ଜ ଷ୍ଟେସନ କଲେ ମିଳିବ ସବସିଡି

ସରିଲା ଉପରାଷ୍ଟ୍ରପତି ନିର୍ବାଚନ l ଭାରତର ଉପରାଷ୍ଟ୍ରପତି ପଦବୀ ପାଇଁ ସି.ପି ରାଧାକ୍ରିଷ୍ଣନ ବିପକ୍ଷ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ପରାଜିତ କରିଛନ୍ତି l ଇଣ୍ଡି ମେଣ୍ଟର ପ୍ରାର୍ଥୀ ସୁଦର୍ଶନ ରେଡ୍ଡିଙ୍କୁ ହରାଇଲେ l

ରାଜ୍ୟରେ ବରିଷ୍ଠ ନାଗରିକଙ୍କୁ ବିଭିନ୍ନ ଧାର୍ମିକ ପୀଠ ଭ୍ରମଣ କରାଇବା ନିମନ୍ତେ ଆଜି ଓଡିଶା ସରକାରଙ୍କ ପକ୍ଷରୁ ଭୁବନେଶ୍ବର ରେଳ ଷ୍ଟେସନରରୁ ତୀର୍ଥଯାତ୍ରୀ ଯୋଜନାର ଶୁଭାରମ୍ଭ କରାଯାଇଛି l ବରିଷ୍ଠ ତୀର୍ଥଯାତ୍ରୀଙ୍କୁ ନେଇ ଅଯୋଧ୍ୟା

ନେପାଳରେ ଜେନ୍ ଜେଡ୍ ପିଢ଼ି (୧୯୯୬ ରୁ ୨୦୧୨ ବା ଟେକ୍ନୋଲୋଜି ଯୁଗରେ ଜନ୍ମିତ ପିଲାଙ୍କ ବିଦ୍ରୋହ ବେଳକୁ ବେଳ ତୀବ୍ର ରୂପ ନେବାରେ ଲାଗିଛି। ଏହି ବିଦ୍ରୋହରେ ମୃତ୍ୟୁ ସଂଖ୍ୟା ୧୬ ଛୁଇଁବା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଉପଲକ୍ଷେ ଆସନ୍ତା ୨୧ ରେ ବିଜେପି ପକ୍ଷରୁ ଅନୁଷ୍ଠିତ ହେବ “ମୋଦୀ ଯୁବା ମାରାଥନ୍”। ଦେଶର ୭୫ଟି ସ୍ଥାନରେ ଏହି ମାରାଥନ ଆୟୋଜନ କରାଯିବ। ରାଜଧାନୀ ଭୁବନେଶ୍ୱରରେ

ରୁଷ ଠାରୁ ଅଶୋଧିତ ତୈଳ କ୍ରୟ ଯୋଗୁ ଭାରତ ଉପରେ ଆମେରିକାର ଅତିରିକ୍ତ ଶୁଳ୍କ ଲାଗୁ ଓ ସାଙ୍ଘାଇ ସହଯୋଗ ଶିଖର ସମ୍ମିଳନୀରେ ଭାରତ ପ୍ରମୁଖ ଭୂମିକା ନେବା ପରେ ଏବେ ଘଟଣା ନୂଆ

ଦୀର୍ଘଦିନ ଧରି ପୁଲିସ ଏସଆଇ ପରୀକ୍ଷାକୁ ନେଇ ଥିବା ଦ୍ଵନ୍ଦ ଦୂର ହୋଇଛି l ଚଳିତବର୍ଷ ପୁଲିସ ଏସଆଇ ପରୀକ୍ଷା ଅକ୍ଟୋବର ୪ର ତୃତୀୟ ପେପର ଅକ୍ଟୋବର ୬କୁ ଘୁଞ୍ଚିଲା l ଦୂର୍ଗାପୂଜା ଭସାଣ

ଏଣିକି ସମସ୍ତ ସରକାରୀ କାର୍ଯ୍ୟାଳୟରେ କଡ଼ାକଡ଼ି ରୂପେ ବିଏସଏନଏଲ୍ ନେଟ୍ୱାର୍କ ବାଧ୍ୟତାମୂଳକ କରାଯାଇଛି l ଏନେଇ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ଚିଠି ଆସିଛି l ସବୁ ସରକାରୀ ପ୍ରତିଷ୍ଠାନରେ ବ୍ୟବହାର

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁ ଦିବସ ଉପଲକ୍ଷେ ଦେଶର ମୋଟ୍ ୮୧ ଜଣ ଆଦର୍ଶ ଶିକ୍ଷକଙ୍କୁ ବିଦ୍ୟାଳୟ ଶିକ୍ଷା ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତିଙ୍କ ଦ୍ୱାରା

ବାୟୋମେଟ୍ରିକ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର l ସରକାରୀ ପ୍ରତିଷ୍ଠାନ ମାନଙ୍କରେ କର୍ମଚାରୀଙ୍କ ଯାତାୟତ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି l ସମସ୍ତ ସରକାରୀ କର୍ମୀ, ପଞ୍ଚାୟତ କର୍ମଚାରୀଙ୍କଠୁ
WhatsApp us