ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍କୁ ଉଦ୍ଘାଟନ ପରେ ଆଦାନୀ ସହ ହେଲା ବୃହତ୍ ଅର୍ଥନୈତିକ ସ୍ଵାକ୍ଷର: ଶିଳ୍ପ ସଚିବ January 29, 2025 6:16 pm ଭୁବନେଶ୍ବର: ଉତ୍କର୍ଷ ଓଡିଶା ସମ୍ମିଳନୀରେ ଆଦାନୀ କମ୍ପାନୀ ସହିତ ସ୍ୱାକ୍ଷରିତ ହୋଇଛି ବୃହତ୍ ଅର୍ଥନୈତିକ ଏମଓୟୁ ବୋଲି ସୂଚନା ଦେଇଛନ୍ତି ଶିଳ୍ପ ସଚିବ l ଏବେ ସୁଦ୍ଧା ଆଦାନୀ ଗ୍ରୁପ୍ ସର୍ବାଧିକ ୨.୨୮ ଲକ୍ଷ