IIFA 2024 ଆୱାର୍ଡ :ଶାହରୁଖ୍ , ରାଣୀ ମୁଖାର୍ଜୀ ଶ୍ରେଷ୍ଠ ଅଭିନେତା ଅଭିନେତ୍ରୀ ,ଆନିମଲ୍’ ଶ୍ରେଷ୍ଠ ଚଳଚ୍ଚିତ୍ର October 1, 2024 4:10 pm ଭାରତୀୟ ଚଳଚିତ୍ର ର ସର୍ବୋତ୍ତମ ପ୍ରତିଭାମାନଙ୍କୁ ସମ୍ମାନିତ କରିବା ପାଇଁ ଗତ ଶନିବାର ରାତିରେ ଆବୁଧାବିର ୟସ୍ ଆଇଲାଣ୍ଡରେ ଇଣ୍ଟରନ୍ୟାଶ୍ନାଲ୍ ଇଣ୍ଡିଆନ୍ ଫିଲ୍ମ ଏକାଡେମୀ(ଆଇଆଇଏଫ୍ଏ) ୨୦୨୪ ଆୟୋଜିତ ହୋଇଯାଇଛି। ଏହି ପୁରସ୍କାର ବିତରଣ ଉତ୍ସବରେ