ଶକ୍ତିଶାଳୀ ହେବ ଭାରତର ପ୍ରତିରକ୍ଷା ବ୍ୟବସ୍ଥା September 3, 2025 6:36 pm ଅପରେଶନ୍ ସିନ୍ଦୂର ପରେ ଭାରତ ନିଜର ପ୍ରତିରକ୍ଷା ବ୍ୟବସ୍ଥାକୁ କରିବ ସୁଦୃଢ଼ l ଯଦିଓ ଭାରତର ଏସ୍-୪୦୦ ପ୍ରତିରକ୍ଷା ବ୍ୟବସ୍ଥାର ଶକ୍ତିକୁ ସାରା ବିଶ୍ୱ ମାନିସାରିଛି। ଅପରେସନ୍ ସିନ୍ଦୁର ସମୟରେ ଏସ୍-୪୦୦ ପ୍ରତିରକ୍ଷା ବ୍ୟବସ୍ଥା