Explore

Search

April 26, 2026 11:26 am

Breaking news ଖବର

ସାର୍… ଆପଣ କେମିତି ଏତେ ଗ୍ଲୋ କରୁଛନ୍ତି, ଏମିତି ପ୍ରଶ୍ନ ମୋଦିଙ୍କୁ ପଚାରିଲେ ହରଲୀନ୍

ନୂଆଦିଲ୍ଲୀ: ବିଶ୍ୱକପ୍ ବିଜୟୀ ଭାରତୀୟ ମହିଳା କ୍ରିକେଟ୍ ଦଳ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଲୋକ କଲ୍ୟାଣ ମାର୍ଗ ସ୍ଥିତ ତାଙ୍କ ବାସଭବନରେ ମହିଳା ବିଶ୍ୱକପ୍ ଚାମ୍ପିଅନମାନଙ୍କୁ ଆତିଥ୍ୟ ଦେଇଛନ୍ତି

ଫିକା ପଡିଗଲା ଛାଡଖାଇ

ଭୁବନେଶ୍ୱର: ମାସ ସାରା ଆମିଷ ନଖାଇ କାର୍ତ୍ତିକ ବ୍ରତ ପାଳନ୍ତି ଲୋକେ । କେହି କେହି ମାସକ ପାଳି ନପାରିଲେ ପଞ୍ଚୁକ ୫ ଦିନ ଆମିଷ ଛାଡି ନିରାମିଷ ଖାଇଥାନ୍ତି। ଏ ମାସରେ ଦାନ

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ଜଳାଶୟରେ ଭାସିଲା ଡଙ୍ଗା, ବୁଡ଼ ପକାଇଲେ ଶ୍ରଦ୍ଧାଳୁ

ଭୁବନେଶ୍ୱର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ବିଭିନ୍ନ ନଦୀ, ପୋଖରୀ, ଜଳାଶୟରେ ଭସାଇଥିଲେ ଡଙ୍ଗା । ଭୋରରୁ ଉଠି

ଆଜି ଆକାଶରେ ଦେଖାଦେବ ସୁପରମୁନ୍

ଭୁବନେଶ୍ୱର: ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ଦେଖିବାକୁ ମିଳିବ ସୁପରମୁନ୍ । ରାତି ଆକାଶରେ ଚନ୍ଦ୍ର ଅତ୍ୟନ୍ତ ଉଜ୍ବଳ ଦେଖାଯିବ । ସୂଚନାଅନୁସାରେ ଗତ ୨୦୧୯ ପରଠାରୁ ଏହା ସବୁଠାରୁ ବଡ଼ ସୁପରମୁନ୍ ବୋଲି କୁହାଯାଉଛି।

ଆଜିଠୁ ଦୁଲକିବ କଟକର ଐତିହାସିକ ଯାତ୍ରା “ବାଲିଯାତ୍ରା”

ଭୁବନେଶ୍ୱର: ଆଜିଠୁ ଦୁଲକିବ କଟକର ଐତିହାସିକ ଯାତ୍ରା ”ବାଲିଯାତ୍ରା” । ଯାହାକୁ ନେଇ କେବଳ କଟକ ବାସିନ୍ଦା ନୁଁହନ୍ତି ପୁରା ଓଡ଼ିଶାବାସୀ ଏଥିପାଇଁ ବେଶ ଉତ୍ସାହିତ ଅଛନ୍ତି । ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ମୋହନ

ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର ଯାଞ୍ଚ

ନୂଆପଡା: କମ୍ପୁଛି ନୂଆପଡା । ଆଉ ଦିନ କେଇଟା ପରେ ନୂଆପଡା ଦେଖିବ ନୂଆ ଚେହେରା । କାରଣ ନୂଆପଡାରେ ଆଗକୁ ହେବାକୁ ଥିବା ଉପନିର୍ବାଚନ ପାଇଁ ଚାଲିଛି ଜୋରଦାର୍ ପ୍ରଚାର । ୩

ଇଂରାଜୀ ନଜାଣିଲେ ଚାକିରି ମନା

ଆମେରିକା: ଏଣିକି ଇଂରାଜୀ ନଜାଣିଲେ କିମ୍ବା ଇଂରାଜୀରେ କଥା କହି ନପାରିଲେ ମିଳିବନି ଚାକିରୀ । ଯଦି ଆପଣଙ୍କର ଇଂରାଜୀ ଶବ୍ଦରେ କିମ୍ବା ଭାଷାରେ ଦକ୍ଷତା ନାହିଁ ତାହାଲେ ଚାକିରି ମନା। ଏଭଳି ଭାବେ

ଶ୍ରୀମନ୍ଦିର ଜଗିବେ ୪୫ ପ୍ଲାଟୁନ୍ ପୋଲିସ ଫୋର୍ସ

ପୁରୀ: ରାତି ପାହିଲେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ।‌ ଏହାକୁ ନେଇ ଏବେଠୁ ଚଳଚଞ୍ଚଳ ହୋଇ ଉଠିଛି ପୁରୀ ଶ୍ରୀକ୍ଷେତ୍ର ।‌ କିଭଳି ଶ୍ରଦ୍ଧାଳୁ ସୁରକ୍ଷିତ ଭାବେ ଆସିବେ ଏହାକୁ ନେଇ କଡା ପ୍ରସ୍ତୁତି ଜାରି

Live Cricket Score