Explore

Search

September 1, 2026 9:27 am

ତାଜା ଖବର ଖବର

ନୂଆ ଶିକ୍ଷାବର୍ଷ, ପୁରୁଣା ସମସ୍ୟା; ବହି ବିନା ପାଠପଢ଼ା : ଅସୁବିଧାରେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଖରାଛୁଟି ଶେଷ ହେବାକୁ ଆଉ ବେଶି ଦିନ ବାକି ନାହିଁ। ରାଜ୍ୟର ଲକ୍ଷାଧିକ ଛାତ୍ରଛାତ୍ରୀ ନୂଆ ଶ୍ରେଣୀ, ନୂଆ ପାଠ୍ୟକ୍ରମ ଓ ନୂଆ ଆଶା ନେଇ ସ୍କୁଲ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି।

ଜମୁଛି ଛତ୍ରପୁର ମହୋତ୍ସବର ୨ୟ ସନ୍ଧ୍ୟା : ମଣ୍ଟୁ ଛୁରିଆଙ୍କ ଗୀତରେ ଝୁମିଲେ ଦର୍ଶକ

ଛତ୍ରପୁର : ଜମୁଛି ଛତ୍ରପୁର ମହୋତ୍ସବ-୨୦୨୬ । ଗଞ୍ଜାମ ଜିଲ୍ଲା ପ୍ରଶାସନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ମହୋତ୍ସବର ୨ୟ ସନ୍ଧ୍ୟାରେ ଦର୍ଶକଙ୍କ ଲାଗିଛି ଖଚାଖଚ୍ଚ ଭିଡ । ଏହି ମହୋତ୍ସବକୁ ଦେଖିବା ପାଇଁ କେବଳ

ଖରାର ପ୍ରକୋପ ମଧ୍ୟରେ ବଦଳୁଛି ସ୍କୁଲ ଛୁଟିର ଚିତ୍ର, କେଉଁ ରାଜ୍ୟରେ କେବେ ଖୋଲିବ ବିଦ୍ୟାଳୟ ?

ଭୁବନେଶ୍ୱର : ଚଳିତ ବର୍ଷ ଦେଶର ବିଭିନ୍ନ ଅଞ୍ଚଳରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଉଚ୍ଚ ତାପମାତ୍ରା ଯୋଗୁଁ ଅନେକ ରାଜ୍ୟ ସରକାର ସ୍କୁଲ ଛୁଟି ସମ୍ପର୍କରେ ସ୍ୱତନ୍ତ୍ର ନିଷ୍ପତ୍ତି ନେଇଛନ୍ତି। କେଉଁଠି ଛୁଟି

ଭକ୍ତିର ସ୍ରୋତରେ ଉଛୁଳୁଛି ଐତିହାସିକ ମହେନ୍ଦ୍ର ମେଳା

ଗଜପତି : ଗଜପତି ଜିଲ୍ଲାର ପ୍ରସିଦ୍ଧ ପୌରାଣିକ ତଥା ଆଧ୍ୟାତ୍ମିକ ତୀର୍ଥକ୍ଷେତ୍ର ମହେନ୍ଦ୍ରଗିରିରେ ଆରମ୍ଭ ହୋଇଛି ଐତିହାସିକ ”ମହେନ୍ଦ୍ର ମେଳା-୨୦୨୬”। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲା ସହ ଦେଶର ବହୁ ପ୍ରାନ୍ତରୁ ଆସିଥିବା ହଜାର

ଲିଫ୍ଟରେ କାହିଁକି ଲାଗିଥାଏ ଆଇନା ? ଜାଣନ୍ତୁ ଏହା ପଛର ରୋଚକ କାରଣ

ଭୁବନେଶ୍ୱର : ଆଜିକାଲି ବହୁ ମହଲା ଅଟ୍ଟାଳିକା, ସପିଂ ମଲ୍, କର୍ପୋରେଟ୍ ଅଫିସ କିମ୍ବା ବଡ଼ ବଡ଼ ହସ୍ପିଟାଲରେ ଲିଫ୍ଟର ବ୍ୟବହାର ଅତ୍ୟନ୍ତ ସାଧାରଣ ହୋଇପଡ଼ିଛି। ଲିଫ୍ଟ ମାଧ୍ୟମରେ କେବଳ କିଛି ସେକେଣ୍ଡ ମଧ୍ୟରେ

RCBର ଐତିହାସିକ ବିଜୟ ପରେ ଭାଇରାଲ୍ ‘ବିରୁଷ୍କା’ ମୋମେଣ୍ଟ : ଫ୍ୟାନ୍ସଙ୍କ ହୃଦୟ ଜିତିଲା ସେଲିବ୍ରେଶନ ଭିଡିଓ

ନୂଆଦିଲ୍ଲୀ : RCB ଲଗାତାର ଦ୍ୱିତୀୟ ଥର IPL ଟ୍ରଫି ଜିତିବା ପରେ ସାରା କ୍ରିକେଟ୍ ଜଗତରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଟିମ୍‌ର ଏହି ଐତିହାସିକ ସଫଳତା ମଧ୍ୟରେ ସବୁଠାରୁ ଅଧିକ

ଓଡିଶାର ବେଲ ପଣା, ସୁସ୍ୱାଦୁ ଆମ୍ବକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ତାଙ୍କର ଲୋକପ୍ରିୟ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ର ୧୩୪ତମ ସଂସ୍କରଣରେ ଓଡ଼ିଶାର ପାରମ୍ପରିକ ପାନୀୟ ବେଲ ପଣା ଏବଂ ପ୍ରସିଦ୍ଧ ସୁବର୍ଣ୍ଣରେଖା ଆମ୍ବର

ରଜ ବକ୍ସ ଅଫିସରେ ହେବ କଡ଼ା ଟକ୍କର

ଭୁବନେଶ୍ୱର : ଚଳିତ ବର୍ଷ ରଜ ଅବସରରେ ସିଦ୍ଧାନ୍ତ ମହାପାତ୍ରଙ୍କ ‘ମିଲେଟ ଡାଏରୀ’, ଅନୁଭବ ମହାନ୍ତିଙ୍କ ‘ଛକିଶୂନ’, ଅର୍ଦ୍ଧେନ୍ଦୁଙ୍କ ‘ଡାଏରୀ’ ଏବଂ ଅମ୍ଲାନ ଦାସଙ୍କ ‘ଶିକାର’ ପରି ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ

ଜୁନ ୫ରୁ ବିଜେପି ଜନସମ୍ପର୍କ ପଦଯାତ୍ରା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ୧୨ ବର୍ଷ ପୂରଣ କରିଥିବା ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦେଶବ୍ୟାପୀ ଏକ ବ୍ୟାପକ ଜନସମ୍ପର୍କ ଓ ସେବାମୂଳକ ଅଭିଯାନ ଆରମ୍ଭ କରିବାକୁ

ମହେନ୍ଦ୍ରଗିରିରେ ଆରମ୍ଭ ହେଲା ମହେନ୍ଦ୍ର ମେଳା

ଗଞ୍ଜାମ/ଗଜପତି : ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ, ଆଧ୍ୟାତ୍ମିକ ପରମ୍ପରା ଓ ଐତିହ୍ୟର ଅନନ୍ୟ ସଙ୍ଗମସ୍ଥଳୀ ଭାବେ ପରିଚିତ ଗଜପତି ଜିଲ୍ଲାର ପ୍ରସିଦ୍ଧ ମହେନ୍ଦ୍ରଗିରି ପର୍ବତରେ ଆଜିଠାରୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ମହେନ୍ଦ୍ର ମେଳା–୨୦୨୬

Live Cricket Score