Explore

Search

May 30, 2026 12:55 am

ଶିକ୍ଷା ଖବର

କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଖର୍ଚ୍ଚ ହେବ ୪୦ କୋଟି , ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦିଆଯିବ: ଧର୍ମେନ୍ଦ୍ର ପ୍ରଧାନ

ଦକ୍ଷିଣ ଓଡ଼ିଶାର ପ୍ରମୁଖ ଜିଲ୍ଲା କୋରାପୁଟରେ ଶିକ୍ଷାର ବିକାଶ ପାଇଁ ପ୍ରଚେଷ୍ଟା କରୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ହେବ କୋରାପୁଟ ନବନିର୍ମାଣର ପ୍ରୟୋଗଶାଳା । “ଗୁଣାତ୍ମକ ଶିକ୍ଷା

କ୍ୟାପିଟାଲ ହସ୍ପିଟାଲରେ କଲେଜରେ ଖୋଲିବ ୟୁଜି : ସ୍ୱାସ୍ଥ୍ୟମନ୍ତ୍ରୀ

ଏଣିକି ସ୍ନାତକ ଭେଷଜ ମହାବିଦ୍ୟାଳୟ ତାଲିକାରେ ଯୋଡ଼ିହେଲା କ୍ୟାପିଟାଲ ହସ୍ପିଟାଲ l ରାଜଧାନୀର ଏହି ପ୍ରମୁଖ ସରକାରୀ ହସ୍ପିଟାଲରେ ଖୋଲିବ ସ୍ନାତକ ବିଭାଗ l ଯଦିଓ ପୂର୍ବରୁ ଏହି ମେଡିକାଲରେ କିଛି ନିର୍ଦ୍ଦିଷ୍ଟ ବିଭାଗରେ

ଜୁନ ୩୦ରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାକୁ ନେଇ ଆସିଲା ଗୁରୁତ୍ୱପୂର୍ଣ୍ଣ ସୂଚନା l ଜୁଲାଇ ୧୦ ଯାଏ ୯୮ଟି କେନ୍ଦ୍ରରେ ପରୀକ୍ଷା ଦେବେ ୩୨୩୨ ଛାତ୍ରଛାତ୍ରୀ l ମାଧ୍ୟମିକ ଶିକ୍ଷା ବୋର୍ଡ ୱେବ୍‌ସାଇଟ୍‌ରେ ଆଡମିଟ କାର୍ଡ ଉପଲବ୍ଧ

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ ୨୦୨୫

ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା (ଓଜେଇଇ)-୨୦୨୫ ରେଜଲ୍ଟ ମଙ୍ଗଳବାର ସନ୍ଧ୍ୟାରେ ପ୍ରକାଶ ପାଇଛି। ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଫଳାଫଳ ପୁସ୍ତକ ଉନ୍ମୋଚିତ ହୋଇଛି। ଶିଳ୍ପମନ୍ତ୍ରୀ ସମ୍ପଦ

ବ୍ରହ୍ମପୁର ପାଇଁ ଗର୍ବ ଆଣିଲେ ହର୍ଷବର୍ଦ୍ଧନ ସାହୁ

ରେଶମି ସହର ବ୍ରହ୍ମପୁର ପାଇଁ ଗର୍ବ ଆଣିଲେ ହର୍ଷବର୍ଦ୍ଧନ ସାହୁ l ଜାତୀୟସ୍ତରରେ ଚମକିଲେ ଏହି ଓଡିଆ ଯୁବକ l ସୂଚନାଯୋଗ୍ୟ ଯେ, ବ୍ରହ୍ମପୁରର ୧୮ ବର୍ଷୀୟ ହର୍ଷବର୍ଦ୍ଧନ ସାହୁ ହିମାଚଳ ପ୍ରଦେଶରେ ଅନୁଷ୍ଠିତ

ପ୍ରକାଶ ପାଇଲା ଯୁକ୍ତଦୁଇ ପରୀକ୍ଷା ଫଳ, ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ

ପ୍ରକାଶ ପାଇଲା ବାର୍ଷିକ ଉଚ୍ଚ ମାଧ୍ୟମିକ ଶିକ୍ଷା ପରୀକ୍ଷାଫଳ l ଭୁବନେଶ୍ବରସ୍ଥିତ ସିଏଚଏସସି କାର୍ଯ୍ୟାଳୟରେ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ l ଓ୍ବେବସାଇଟରେ ଆସିଲା ପରୀକ୍ଷା ଫଳ l ଏକାସାଙ୍ଗରେ ତିନୋଟି

ଦୀର୍ଘ ଆଠବର୍ଷ ପରେ ହେବ କଲେଜ ନିର୍ବାଚନ : ସୂରଜ ସୂର୍ଯ୍ୟବଂଶୀ

ଛାତ୍ରଛାତ୍ରୀଙ୍କ ପାଇଁ ଖୁସିର ଖବର l ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ କ୍ୟାମ୍ପସରେ ବାଜିବ ରାଜନୀତି ବିଗୁଲ l ଦଶହରା ପୂର୍ବରୁ ସରିବ କ୍ୟାମ୍ପସ ଇଲେକ୍ସନ l ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ

ଆଉ ଦୁଇଦିନ ମଧ୍ୟରେ ପ୍ରକାଶ ପାଇବ +୨ ଫଳାଫଳ

ଆଗାମୀ ଦୁଇଦିନ ମଧ୍ୟରେ ପ୍ରକାଶିତ ହେବ ବାର୍ଷିକ +୨ ରେଜଲ୍ଟ l ଏନେଇ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ l ପରୀକ୍ଷା ହେବାର ବହୁତ ଦିନ ବିତିଯାଇଥିବାରୁ

ମାଟ୍ରିକ ରେଜଲ୍ଟରେ ଗଜପତି ଜିଲ୍ଲାରେ ପାସ୍‌ହାର ସର୍ବାଧିକ

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ବାଜି ମାରିଛି ଗଜପତି ଜିଲ୍ଲା l ୯୯.୯୩% ପାସ ହାର ରହିଥିବା ବେଳେ ପୁଅଙ୍କ ପାସ ହାର ୯୪ ପ୍ରତିଶତ ଓ ଝିଅଙ୍କ ପାସ ହାର ୯୬ ପ୍ରତିଶତ

ଆମୋଦଦାୟକ ହେବ ଶୈଶବ ଶିକ୍ଷା: ରାଜ୍ୟର ୪୫ ହଜାର ସ୍କୁଲ୍‌କୁ ମିଳିବ ‘ଯାଦୁପେଡ଼ି’

ଶୈଶବ ଶିକ୍ଷାକୁ ଆହୁରି ଆମୋଦଦାୟକ କରିବାକୁ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି। ଏଥି ପାଇଁ ସରକାର ଛୋଟ ପିଲାଙ୍କୁ ‘ଯାଦୁପେଡ଼ି’ ବାଣ୍ଟିବେ। ଖେଳ ଏବଂ ମନୋରଞ୍ଜନ ମାଧ୍ୟମରେ ଶିକ୍ଷାକୁ ଗୁରୁତ୍ୱ ଦେଇ

Live Cricket Score