Explore

Search

October 17, 2026 12:32 am

ଓଡିଶା ଖବର

ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଭେଟି

ରାଜ୍ଯରେ ମହିଳାଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଭେଟି l ଓଡିଶା ସରକାରଙ୍କ ପକ୍ଷରୁ ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ‘ସୁଭଦ୍ରା’ର ତୃତୀୟ କିସ୍ତି ଟଙ୍କା l ଅଗଷ୍ଟ ୯ ତାରିଖରେ ଡିବିଟି

ରଥଯାତ୍ରାକୁ ସୁରକ୍ଷିତ ରଖିବ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ୍ : ଡିଜିପି

ଆସନ୍ତା ଜୁନ ୨୭ ତାରିଖରେ ହେଉଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରାକୁ ତ୍ରୁଟି ଶୂନ୍ୟ, ଶୃଙ୍ଖଳିତ ଏବଂ ସୁପରିଚାଳନା ଭାବେ ସମ୍ପନ୍ନ କରିବା ନିମନ୍ତେ ମଙ୍ଗଳବାର ଅପରାହ୍ନରେ ପୁରୀସ୍ଥିତ ଟାଉନ୍‌ହଲ୍ ପରିସରରେ ଡିଜିପି ଶ୍ରୀ

ସାମାଜିକ ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଓଡ଼ିଶାର ମହାମହିମ ରାଜ୍ୟପାଳ

ଭୁବନେଶ୍ବରସ୍ଥିତ ରାଜଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମହାମହିମ ରାଜ୍ୟପାଳ ସାମାଜିକ ସୁରକ୍ଷା ସଚେତନତା ଅଭାବ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ରାଜ୍ୟପାଳ । ଓଡ଼ିଶାରେ ମାତ୍ର ୫ ପ୍ରତିଶତ ଲୋକେ ବିଭିନ୍ନ ସାମାଜିକ ସ୍କିମ୍‌

ଓଡ଼ିଶାର ଦଶ ସହରକୁ ଗଡିବ ବିମାନ, ପୁରୀରେ ହେବ ଅନ୍ତର୍ଜାତୀୟ ବିମାନବନ୍ଦର

ଓଡ଼ିଶା ଅର୍ଥନୀତିକୁ ଆଗକୁ ନେବା ସହ ଲୋକଙ୍କୁ ଉନ୍ନତ ମାନର ଯାତାୟାତ ସୁବିଧା ଯୋଗାଇ ଦେବାଲାଗି ଓଡିଶା ରାଜ୍ୟ ସରକାର ଭିଜନ ୨୦୩୬ ଏବଂ ୨୦୪୭ରେ ବ୍ୟାପକ ଯୋଜନା କରିଛନ୍ତି। ମୁଖ୍ୟଭାବେ ଆକାଶପଥରେ ଯୋଗାଯୋଗ

ବଲାଙ୍ଗିରରେ ₹୩୦୦ କୋଟିର ପ୍ରକଳ୍ପ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କୃଷିକ ଶକ୍ତି ସମାବେଶରେ ଘୋଷଣାର ବର୍ଷା

ବଲାଙ୍ଗିର – ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମଙ୍ଗଳବାର ଦିନ ବଲାଙ୍ଗିର ଜିଲ୍ଲାରେ ₹୩୦୦ କୋଟି ମୂଲ୍ୟର ବିଭିନ୍ନ ବିକାଶ ପ୍ରକଳ୍ପ ଉଦ୍ଘାଟନ ଓ ଶିଳାନ୍ୟାସ କଲେ। ବଲାଙ୍ଗିରର ‘କୃଷକ ଶକ୍ତି ସମାବେଶ’ ଅବସରରେ

ଟାଟା ପାୱାର ଓଡ଼ିଶାରେ ଉପଲବ୍ଧ କରିଛି ସବୁଠୁ ସସ୍ତା ରୁଫ୍ ଟପ୍ ସୋଲାର ସମାଧାନ

ଭୁବନେଶ୍ୱର: ଟାଟା ପାୱାର ରିନ୍ୟୁଅବଲ୍ ଏନର୍ଜି ଲିମିଟେଡ୍ (TPREL) ଏକ ନୂଆ ଅଭିଯାନ ‘ଘର ଘର ସୋଲାର’ ଅନ୍ତର୍ଗତରେ ଓଡ଼ିଶାରେ ସବୁଠୁ ସସ୍ତା ରୁଫ୍ ଟପ୍ ସୋଲାର ସିଷ୍ଟମ୍ ଲଞ୍ଚ କରିଛି। ଏହି ସିଷ୍ଟମ୍

ରଥଯାତ୍ରାରେ ଲାଗିବ ଏଆଇ କ୍ୟାମେରା

ମହାକୁମ୍ଭ ପରେ ଏଣିକି ଓଡ଼ିଶାରେ ଲାଗିବ ଏଆଇ କ୍ୟାମେରା l ଭୁବନେଶ୍ବର ଉତ୍ତରା ଛକରୁ ପୁରୀ ଯାଏଁ ଲାଗିବ ଏଆଇ କ୍ୟାମେରା l ପୁରୀରୁ କୋଣାର୍କ ଯାଏଁ ରାସ୍ତାରେ ଖଞ୍ଜା ହେବ କ୍ୟାମେରା l

ସ୍ବେଚ୍ଛାସେବୀଙ୍କ ବଢ଼ିଲା ଦୈନିକ ଭତ୍ତା, ପ୍ରତି ପଞ୍ଚାୟତରେ ଖୋଲିବ ଜନପୋଷଣ କେନ୍ଦ୍ର

ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀଙ୍କ ଭତ୍ତା ବୃଦ୍ଧି ହୋଇଛି l ୩୧ରୁ ୧୫୦ ଟଙ୍କାକୁ ବଢ଼ିଲା ଦୈନିକ ଡ୍ୟୁଟି ଭତ୍ତା ଏଥିସହ ଟ୍ରେନିଙ୍ଗ ଭତ୍ତା ୨୮ରୁ ୧୪୦ଟଙ୍କାକୁ ବୃଦ୍ଧି ହୋଇଛି ଯାହା ମେ’ ପହିଲାରୁ ପିଛିଲା

‘ଉକୃଷ୍ଟ କିଶୋରୀ ସୁଭଦ୍ରା ଦିବସ’ ନାଁରେ ରଜକୁ ପାଳିବେ ମୋହନ ସରକାର

ଦିନକ ପରେ ରଜ। ରାତି ପାହିଲେ ହେବ ସଜବାଜ । ରାଜ୍ୟରେ ଆସନ୍ତା ୧୪ ତାରିଖ (ଶନିବାର) ପହିଲି ରଜ ପାଳନ ହେବ। ତେଣୁ ଆଜି ରାଜ୍ୟ ସରକାର ଏହି ବର୍ଷ ରଜ କିଛି

ଛତ୍ରପୁରରେ ଶୁଭାରମ୍ଭ ହେଲା ‘ବିକାଶ ବାହନ’

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ଶ୍ରମ ବିଭାଗ ଗଞ୍ଜାମ ଆନୁକୁଲ୍ୟରେ ” ଶିଶୁ ଶ୍ରମିକ ସଚେତନତା ରଥ” ର ଶୁଭାରମ୍ଭ ହୋଇଛି l ଗଞ୍ଜାମ ଜିଲ୍ଲାର ଛତ୍ରପୁର

Live Cricket Score