ସୃଷ୍ଟି ହେଲା ଆଉ ଏକ ଲଘୁଚାପ , ୪ ଦିନଯାଏଁ ପ୍ରବଳ ବର୍ଷିବ July 31, 2024 5:31 pm ଆଜିଠୁ ବଢ଼ିବ ବର୍ଷାର ପରିମାଣ । ଝାଡ଼ଖଣ୍ଡ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉପରେ ରହିଥିବା ଘୂର୍ଣ୍ଣିବଳୟ ସହ ମୌସୁମୀ ଟ୍ରାପ୍ ଲାଇନ୍ ସକ୍ରିୟ ରହିଥିବାରୁ ବର୍ଷାର ପରିମାଣ ବଢ଼ିବା ନେଇ ପୂର୍ବାନୁମାନ କରିଛି