

ଜମି କିଣା ହେଉ କିମ୍ବା ଜାତିଗତ ପ୍ରମାଣପତ୍ର ଓ ଇନକମ୍ ସାର୍ଟିଫିକେଟ ବାହାର କରିବା ପାଇଁ ହେଉଥିବା ସମସ୍ୟାରୁ ମିଳିବ ସମାଧାନ। ହାତପାହାନ୍ତାରେ ମିଳିବ ସରକାରୀ ସୁବିଧା। ଏଥିପାଇଁ ଓଡିଶା ସରକାର ଆଣିଛନ୍ତି ଇ-ରେଜିଷ୍ଟ୍ରେସନ୍

ରାଜ୍ଯରେ ମହିଳାଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଭେଟି l ଓଡିଶା ସରକାରଙ୍କ ପକ୍ଷରୁ ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ‘ସୁଭଦ୍ରା’ର ତୃତୀୟ କିସ୍ତି ଟଙ୍କା l ଅଗଷ୍ଟ ୯ ତାରିଖରେ ଡିବିଟି

ଆଜି ଦାରୁବ୍ରହ୍ମଙ୍କ ପବିତ୍ର ନେତ୍ରୋତ୍ସବ ଦର୍ଶନ ଅନୁ୍ଷ୍ଠିତ ହେଉଥିବା ବେଳେ ୧୫ ଦିନର ଅଣସର ପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ l ଏହି ନବଯୌବନ ଦର୍ଶନ ପାଇଁ ବର୍ଷବ୍ୟାପୀ ପ୍ରତୀକ୍ଷା କରିଥାଏ ଶ୍ରଦ୍ଧାଳୁଟିଏ

ଭାରତୀୟ ରେଳଯାତ୍ରୀଙ୍କ ପାଇଁ ଆସିଲା ବଡ଼ ଖବର । ବଢ଼ିବାକୁ ଯାଉଛି ରେଳ ଟିକେଟ୍ ମୂଲ୍ୟ । ଦୂର ସ୍ଥାନକୁ ଯାତ୍ରା କରୁଥିବା ଯାତ୍ରୀଙ୍କ ପକେଟ ହେବ ମହାଙ୍ଗା l ଏକ ଜୁଲାଇରୁ ବଢ଼ିବାକୁ

ରାଜ୍ଯରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟରେ ଖୋଲିବ ଆଉ ୯ଟି ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ହେବ

ଆସନ୍ତା ଜୁନ ୨୭ ତାରିଖରେ ହେଉଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରାକୁ ତ୍ରୁଟି ଶୂନ୍ୟ, ଶୃଙ୍ଖଳିତ ଏବଂ ସୁପରିଚାଳନା ଭାବେ ସମ୍ପନ୍ନ କରିବା ନିମନ୍ତେ ମଙ୍ଗଳବାର ଅପରାହ୍ନରେ ପୁରୀସ୍ଥିତ ଟାଉନ୍ହଲ୍ ପରିସରରେ ଡିଜିପି ଶ୍ରୀ

ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାକୁ ନେଇ ଆସିଲା ଗୁରୁତ୍ୱପୂର୍ଣ୍ଣ ସୂଚନା l ଜୁଲାଇ ୧୦ ଯାଏ ୯୮ଟି କେନ୍ଦ୍ରରେ ପରୀକ୍ଷା ଦେବେ ୩୨୩୨ ଛାତ୍ରଛାତ୍ରୀ l ମାଧ୍ୟମିକ ଶିକ୍ଷା ବୋର୍ଡ ୱେବ୍ସାଇଟ୍ରେ ଆଡମିଟ କାର୍ଡ ଉପଲବ୍ଧ

ଇରାନ ଇସ୍ରାଏଲ ଯୁଦ୍ଧକୁ ନେଇ ଯୁଦ୍ଧବିରତି ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ l ୧୨ ଦିନର ଯୁଦ୍ଧ ଶେଷ ବୋଲି ଏକ୍ସ ଆକାଉଣ୍ଟରେ ଆମେରିକା ରାଷ୍ଟ୍ରପତିଙ୍କ ଦାବି l ଏଥିସହିତ ଉଭୟ

ଭୁବନେଶ୍ବରସ୍ଥିତ ରାଜଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମହାମହିମ ରାଜ୍ୟପାଳ ସାମାଜିକ ସୁରକ୍ଷା ସଚେତନତା ଅଭାବ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ରାଜ୍ୟପାଳ । ଓଡ଼ିଶାରେ ମାତ୍ର ୫ ପ୍ରତିଶତ ଲୋକେ ବିଭିନ୍ନ ସାମାଜିକ ସ୍କିମ୍

ଓଡ଼ିଶା ଅର୍ଥନୀତିକୁ ଆଗକୁ ନେବା ସହ ଲୋକଙ୍କୁ ଉନ୍ନତ ମାନର ଯାତାୟାତ ସୁବିଧା ଯୋଗାଇ ଦେବାଲାଗି ଓଡିଶା ରାଜ୍ୟ ସରକାର ଭିଜନ ୨୦୩୬ ଏବଂ ୨୦୪୭ରେ ବ୍ୟାପକ ଯୋଜନା କରିଛନ୍ତି। ମୁଖ୍ୟଭାବେ ଆକାଶପଥରେ ଯୋଗାଯୋଗ
WhatsApp us