Explore

Search

November 23, 2026 5:43 am

Koraput ଖବର

କୋରାପୁଟରେ ପରୀକ୍ଷା ସୁପରିଚାଳନା ନିମନ୍ତେ ଜିଲ୍ଲା ପ୍ରଶାସନଙ୍କୁ କୃତଜ୍ଞତା

କୋରାପୁଟ : ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ (HSC), ଓଡ଼ିଶା ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ପରୀକ୍ଷା-୨୦୨୬ କୋରାପୁଟ ଜିଲ୍ଲାରେ ସୁପରିଚାଳନା ନିମନ୍ତେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୋରାପୁଟ ଜିଲ୍ଲା ପ୍ରଶାସନଙ୍କୁ କୃତଜ୍ଞତା ଜ୍ଞାପନ

ଜାତୀୟ ହସ୍ତତନ୍ତ ଦିବସ : କୋରାପୁଟ ଜିଲ୍ଲାପାଳଙ୍କ ସହ କର୍ମଚାରୀଙ୍କ ସ୍ୱତନ୍ତ୍ର ପାଳନ

କୋରାପୁଟ : ଭାରତୀୟ ସଂସ୍କୃତି, ପରମ୍ପରା ଓ ସ୍ୱଦେଶୀ ଐତିହ୍ୟର ଏକ ଅମୂଲ୍ୟ ଅଂଶ ହେଉଛି ହସ୍ତତନ୍ତ। ଚଳିତ ବର୍ଷ ଜାତୀୟ ହସ୍ତତନ୍ତ ଦିବସ–୨୦୨୬ ଅବସରରେ କୋରାପୁଟ ଜିଲ୍ଲାରେ ଏକ ସ୍ୱତନ୍ତ୍ର ପରିବେଶ ସୃଷ୍ଟି

କୋରାପୁଟ ଜିଲ୍ଲାପାଳଙ୍କ ଉପସ୍ଥିତିରେ ରେଡକ୍ରସକୁ ୫୧ ହଜାର ଟଙ୍କା ଅନୁଦାନ

କୋରାପୁଟ : ପୁଣି ଚର୍ଚ୍ଚାରେ ସ୍ୱୟଂସହାୟକ ଗୋଷ୍ଠୀ (SHG)ର ସଦସ୍ୟ । ନିଜ ଆର୍ଥିକ ରୋଜଗାରରୁ ବଞ୍ଚିତ ଅର୍ଥକୁ ରେଡକ୍ରସକୁ ଦେଇ ଏବେ ସମଗ୍ର ଜିଲ୍ଲାରେ ପ୍ରଶଂସା ସାଉଣ୍ଟିଛନ୍ତି । ଫଳରେ ମିଶନ ଶକ୍ତି

ଗୁହାରି ଶୁଣିଲେ ଜିଲ୍ଲାପାଳ ମନୋଜ ମହାଜନ : ନିଯୁକ୍ତି ପାଇବେ ସୁକାନ୍ତି

କୋରାପୁଟ : ଶେଷରେ ଜିଲ୍ଲାପାଳ ଗୁହାରି ଶୁଣିଲେ। ଏବେ ନିଯୁକ୍ତି ପାଇବେ ଆଦିବାସୀ ଯୁବତୀ। ଆଉ ମୁଣ୍ଡରୁ ହଟିବ ସିମେଣ୍ଟ ବୋଝ । ଏଥିପାଇଁ କୋରାପୁଟ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନଙ୍କୁ ମୁଣ୍ଡିଆ

ଲଣ୍ଡନରେ ମହକୁଛି କୋରାପୁଟର ବାସ୍ନା : ପରଷା ଯାଉଛି ‘କୃତି କଫି’

ଭୁବନେଶ୍ୱର : ଲଣ୍ଡନରେ ମହକୁଛି କୋରାପୁଟର ବାସ୍ନା । ପରଷା ଯାଉଛି ‘କୃତି କଫି’ । ଓଡ଼ିଶାର କୋରାପୁଟ ପାହାଡ଼ିଆ ଅଞ୍ଚଳର ଆଦିବାସୀ ଚାଷୀଙ୍କ ହାତରେ ଉତ୍ପାଦିତ କଫି ଏବେ ଆନ୍ତର୍ଜାତିକ ବଜାରରେ ସ୍ୱତନ୍ତ୍ର

କାହିଁକି କୋରାପୁଟକୁ କୁହାଯାଏ ଓଡ଼ିଶାର ଗ୍ରୀନ୍ ପାରାଡାଇଜ୍?

ଓଡ଼ିଶାର ପର୍ଯ୍ୟଟନସ୍ଥଳୀ କଥା ଉଠିଲେ ପ୍ରଥମେ କୋରାପୁଟ ନାଁ ଆଗକୁ ଆସେ । କୁହୁଡ଼ିରେ ଘେରା ପାହାଡ଼, ସବୁଜରେ ଭରିଥିବା ଉପତ୍ୟକା, ଗର୍ଜନ କରୁଥିବା ଝରଣା ଓ ପ୍ରକୃତିର ଅପୂର୍ବ ନିରବତା ଏସବୁର ମିଳନସ୍ଥଳ

‘ଆଦିଶା କଫି’ ପିଇଲେ ରାଜ୍ୟପାଳ : କୋରାପୁଟ କଫିକୁ ମିଳିଲା ବଡ ପ୍ରୋତ୍ସାହନ

ଭୁବନେଶ୍ୱର : ପୁଣିଥରେ କୋରାପୁଟ କଫିକୁ ମିଳିଲା ବଡ ପ୍ରୋତ୍ସାହନ । ଏବେ ଭୁବନେଶ୍ୱରରେ ମହକିବ ‘ଆଦିଶା କୋରାପୁଟ କଫି । ରାଜ୍ୟର ପ୍ରସିଦ୍ଧ କୋରାପୁଟ କଫି ଏବଂ ଆଦିବାସୀ ଉଦ୍ୟମୀତାର ବିକାଶକୁ ପ୍ରୋତ୍ସାହନ

କୋରାପୁଟରେ ମହିଳା ଚାଷୀଙ୍କ ନୂଆ ପଦକ୍ଷେପ : ଆଳୁ ବିହନ ଉତ୍ପାଦନରେ ସଫଳତାର ଆଶା

କୋରାପୁଟ : ମିଶନ ଶକ୍ତି ବିଭାଗର ସହଯୋଗରେ ମହିଳାଙ୍କ ମୁଁହରେ ଫୁଟିଲା ହସ। କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁଜାଙ୍ଗ ଗ୍ରାମପଞ୍ଚାୟତର ବିଲାପୁଟ ଗ୍ରାମରେ ମହିଳା ଚାଷୀମାନେ କୃଷି କ୍ଷେତ୍ରରେ ଏକ ନୂତନ

ଆଦିମ ଶ୍ରୀକ୍ଷେତ୍ର କୋଟିଆରେ ଅନନ୍ୟ ପରମ୍ପରା : ଜାଣନ୍ତୁ କାହିଁକି ଦିନକ ପରେ ଟଣା ହୁଏ ରଥ ?

କୋରାପୁଟ : ଓଡ଼ିଶାର ଜଗନ୍ନାଥ ସଂସ୍କୃତିର କଥା ଉଠିଲେ ସାଧାରଣତଃ ପୁରୀ ଶ୍ରୀକ୍ଷେତ୍ରର ନାମ ପ୍ରଥମେ ମନକୁ ଆସେ । କିନ୍ତୁ ମହାପ୍ରଭୁଙ୍କ ମହିମା ଓ ପରମ୍ପରା କେବଳ ପୁରୀରେ ସୀମିତ ନୁହେଁ। ଓଡ଼ିଶାର

ଜନସେବାରୁ ଜନବିଶ୍ୱାସ : କୋରାପୁଟ ଜିଲ୍ଲାପାଳ ମନୋଜ ମହାଜନଙ୍କ ବିକାଶ ମନ୍ତ୍ର

କୋରାପୁଟ : ପ୍ରଶାସନ ଯେତେବେଳେ ଲୋକଙ୍କ ଦୁଆରକୁ ପହଞ୍ଚେ, ସେତେବେଳେ ବିକାଶର ନୂଆ ଅଧ୍ୟାୟ ଆରମ୍ଭ ହୁଏ। କୋରାପୁଟ ଜିଲ୍ଲାରେ ଏହି ଧାରଣାକୁ ବାସ୍ତବ ରୂପ ଦେବାରେ ସଫଳ ହୋଇଛନ୍ତି କୋରାପୁଟ ଜିଲ୍ଲାପାଳ ଶ୍ରୀଯୁକ୍ତ

Live Cricket Score