ଆଜିଠୁ ହେବ ମୁମ୍ବାଇରେ ନିବେଶକ ସମ୍ମିଳନୀ: ଶିଳ୍ପକ୍ଷେତ୍ରରେ ଅଭିବୃଦ୍ଧି ପାଇଁ ହେବ ଓ୍ବାନ ଟୁ ଓ୍ବାନ ଆଲୋଚନା October 18, 2024 5:28 pm ଆଜି ମୁମ୍ବାଇରେ ହେବ ନିବେଶକ ସମ୍ମିଳନୀ ଓ ରୋଡ୍ ସୋ’। ଏଥିରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ନିବେଶକ ସମ୍ମିଳନୀ ଆୟୋଜିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ