ସିଆଚେନ୍ ସୁରକ୍ଷା ବଳୟରେ ୫ଜି ନେଟୱାର୍କ ସେବା, ଉତ୍ସାହିତ ଯବାନ January 14, 2025 6:21 pm ପୃଥିବୀର ବିଶାଳ ସୁରକ୍ଷା ବଳୟ ସିଆଚେନ୍ ଗ୍ଲାସିଅରରେ ଆରମ୍ଭ ହୋଇଛି ଟେଲିକମ୍ ଅପରେଟର ସେବା l ସେନା ସହାୟତାରେ ବରଫ ପାହାଡ଼ ଉପରେ ଲାଗିଲା ଜିଓ ଟାୱାର। ଏହା ଅସାଧ୍ୟ ବୋଲି ପ୍ରଥମେ କୁହାଯାଉଥିଲେ