Explore

Search

April 12, 2026 12:52 pm

India crosses Japan GDP ଖବର

ଅର୍ଥନୈତିକ ପ୍ରଗତିରେ ଜାପାନକୁ ଟପିଲା ଭାରତ

ବିଶ୍ୱର ବିଶାଳ ଅର୍ଥନୈତିକ ରାଷ୍ଟ୍ର ଜାପାନକୁ ପଛରେ ପକାଇ ବିଶ୍ବର ସର୍ବବୃହତ ଚତୁର୍ଥ ଅର୍ଥନୈତିକ ଦେଶ ହେଲା ଭାରତ l ସୂଚନାଙ୍କ ରେ ଜାପାନକୁ ଟପି ପଞ୍ଚମରୁ ଚତୁର୍ଥ ସ୍ଥାନକୁ ଉଠିଲା ଭାରତ l

Live Cricket Score